fbpx

SAIL ଭିଲାଇ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ବାହାରିଲା ୧୨୦ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ), ଭିଲାଇ ଷ୍ଟିଲ ପ୍ଲାଷ୍ଟ ତରଫରୁ ୧୨୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଓ ଟେକ୍ନିସିଆନ ଆପ୍ରେଣ୍ଟାଇସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଅନଲାଇନ୍ ଆବେଦନର ଅନ୍ତିମ ଦିବସ ହେଉଛି ଫେବୃଆରୀ ମାସ ୧୯ ତାରିଖ । ଗ୍ରାଜୁଏଟ ଆପ୍ରେଣ୍ଟାଇସ ପାଇଁ ୬୦ଟି ପଦ ରହିଥିବା ବେଳେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଟେକ ରହିଛି । ସେହିପରି ଟେକ୍ନିସିଆନ ଆପ୍ରେଣ୍ଟାଇସ ପାଇଁ ୬୦ଟି ପଦ ରହିଥିବା ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://portal.mhrdnats.gov.in/boat/login/user_login.action

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notifcation-SAIL-Apprentice-Post.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.sail.co.in/en/home

 

Get real time updates directly on you device, subscribe now.