fbpx

ରାଜଧାନୀରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱରରୁ ଆକ୍ରାନ୍ତ କରୋନା ରୋଗୀ ସୁସ୍ଥ ହେବା ପରେ କଣ୍ଟେନମେଣ୍ଟ ଘୋଷିତ ତିନି ଅଂଚଳରୁ କଣ୍ଟେନମେଣ୍ଟ ଜୋନ ଉଠାଯାଇଛି । ଗତ ୧୪ ଦିନ ମଧ୍ୟରେ ଭୁବନେଶ୍ୱରରୁ କରୋନା ରୋଗୀ ଚିହ୍ନଟ ହୋଇ ନଥିବାରୁ କଣ୍ଟେନମେଣ୍ଟ ଜୋନ ଉଠାଯାଇଛି । ମାତ୍ର ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ଅଂଚଳ ଉପରେ ତୀକ୍ଷ୍‌ମ ନଜର ରଖାଯିବ ବୋଲି ସୂଚନା ମିଳିଛି

Get real time updates directly on you device, subscribe now.