fbpx

ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି।ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର। ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ର ୬୦ ବର୍ଷୀୟ ବୟସ୍କ । ମାର୍ଚ୍ଚ ୨୨ ରୁ ଏପ୍ରିଲ୍ ୨୩ ଯାଏଁ ତାଲାବନ୍ଦରେ ଘରେ ଥିଲେ ।ଏପ୍ରିଲ୍ ୨୧ ରୁ ୨୩ ତାରିଖ ଯାଏଁ ଚିକିତ୍ସାଧିନ ଥିଲେ। ଥଣ୍ଡା ହେବାରୁ ରାଉରକେଲାର ଘରୋଇ ହସ୍ପିଟାଲରେ ଏପ୍ରିଲ୍ ୨୩ରୁ ୨୫ ଯାଏଁ ମେଡିକାଲରେ ହେଉଥିଲେ ଚିକିତ୍ସିତ। ଟ୍ରାଭେଲ୍ ହିଷ୍ଟ୍ରି ପାଇଁ ନମୁନା ଟେଷ୍ଟ ହୋଇଥିଲା। ଏପ୍ରିଲ୍ ୨୫ରେ ପଜିଟିଭ୍ ରିପୋର୍ଟ ଆସିଥିଲା ।

Get real time updates directly on you device, subscribe now.