fbpx

Video: ଓଡିଶା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଦେଲେ ବଡ଼ ସୂଚନା, ୧୨୦ ରୁ ଅଧିକ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଉଦ୍ଧାରକାର‌୍ୟ୍ୟ ସମ୍ପର୍କରେ ଓଡିଶା ଅଗ୍ନିଶମ ଡିଜି ସୁଧାଂଶୁ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ମୃତଦେହରୁ ମୃତ୍ୟୁ ସଂଖ୍ୟା ୧୨୦ ରୁ ଅଧିକ। ମୋ ଚାକିରୀ ଜୀବନରେ ମୁଁ ଏପରି ଦୁଃଖଦ ଘଟଣା କେବେ ଦେଖି ନାହିଁ ବୋଲି କହିଛନ୍ତି।

Get real time updates directly on you device, subscribe now.