fbpx

ବିଶ୍ୱବ୍ୟାଙ୍କର ଘୋଷଣା- ଭାରତକୁ ମିଳିବ ୧ ବିଲିୟନ ଡଲାରର ପ୍ୟାକେଜ୍

କରୋନା ସଙ୍କଟ ସମୟରେ ଭାରତ ପାଇଁ ଖୁସିଖବର ଆଣିଦେଇଛି ବିଶ୍ୱବ୍ୟାଙ୍କ । ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ୧ ବିଲିୟନର ପ୍ୟାକେଜ୍ ଘୋଷଣା କରିଛି । ଭାରତର ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛି ବିଶ୍ୱବ୍ୟାଙ୍କ । ଏହାପୂର୍ବରୁ କରୋନା ଯୁଦ୍ଧ ପାଇଁ ଭାରତକୁ ଏନଡିବି ଏକ ଆରବ ଡଲାରର ଜରୁରୀକାଳୀନ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲା । ତେବେ ବିଶ୍ୱବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ୧ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୭୬୦୦ କୋଟି ଟଙ୍କାରେ ଦେଶରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା, କୋଭିଡ ମେଡିକାଲର ଉପକରଣ ଓ ଲ୍ୟାବ ନିର୍ମାଣ ହେବ ।

Get real time updates directly on you device, subscribe now.