fbpx
BJD
BJD SKY
BJD SKY

ଘରେ ଏକା ଥିଲେ କ’ଣ କରନ୍ତି ଯୁବତୀ? ଜାଣି ରଖନ୍ତୁ ଏହି Top Secret

ଯୁବତୀମାନେ ଘରେ ଏକୁଟିଆ ଥିବା ସମୟରେ ଅନେକ କିଛି କାର୍ଯ୍ୟ କରିଥାନ୍ତି ଯାହାର ସାମାନ୍ୟତମ ସୁରାକ୍ ଅନ୍ୟମାନଙ୍କୁ ମିଳି ନଥାଏ । ଆସନ୍ତୁ ଜାଣିବା ଏଗୁଡ଼ିକ ସମ୍ପର୍କରେ…

  • ଅଧିକାଂଶ ଯୁବତୀ ନିଜକୁ ଆଇନାରେ ଦେଖିବାକୁ ପସନ୍ଦ କରିଥାନ୍ତି । ଯଦି ଏପରି କୁହାଯାଏ ଯେ, ଆଇନା ହେଉଛି ଯୁବତୀଙ୍କ ବେଷ୍ଟ ଫ୍ରେଣ୍ଡ ତେବେ କୌଣସି ପ୍ରକାରେ ଭୁଲ୍ ହେବ ନାହିଁ । ଏକୁଟିଆ ଥିବା ସମୟରେ ଯୁବତୀମାନେ ଆଇନା ମାଧ୍ୟମରେ ନିଜକୁ ପରଖି ଥାନ୍ତି, ଅଲଗା ଅଲଗା ପ୍ରକାର ଏକ୍ସପ୍ରେସନ୍ ଦିଅନ୍ତି ଏବଂ ଆଇନା ସହ କଥା ହୋଇ ସେ ଏପରି କହିଲେ କିପରି ଦେଖାଯାନ୍ତି ତାହା ଦେଖିଥାନ୍ତି ।
  • ଅନେକ ଯୁବତୀ ଘରେ ଏକୁଟିଆ ଥିବା ସମୟରେ ବାଥରୁମକୁ ନିଜ ଫେବରେଟ୍ ସ୍ଥାନ ଭାବିଥାନ୍ତି । ଏକୁଟିଆ ସମୟରେ ବାଥରୁମରେ ପଶି ସେମାନେ ନିଜ ସାଙ୍ଗଙ୍କ ସହ ଦୀର୍ଘ ସମୟ ଥର ଫୋନ୍‌ରେ କଥା ହୁଅନ୍ତି କିମ୍ବା ଚାଟିଂରେ ବ୍ୟସ୍ତ ରୁହନ୍ତି ।
  • ଅଧିକାଂଶ ଯୁବତୀ ଟାଇଟ୍ ଫିଟିଂ ବ୍ରା କୁ ଅନେକ ଘଣ୍ଟା ଧରି ପିନ୍ଧିବା ପରେ ଅଡ଼ୁଆ ଅନୁଭବ କରିଥାନ୍ତି । କିନ୍ତୁ ଘରେ ସେମାନେ ଏକୁଟିଆ ଥିବା ସମୟରେ ସର୍ବପ୍ରଥମେ ସେ ନିଜ ବ୍ରା ଖୋଲି ଦେଇ ଅନେକ ଆରାମ ଅନୁଭବ କରିଥାନ୍ତି ।
  • ଯେ କୌଣସି ସମୟରେ ବି ଯୁବତୀମାନେ ଫୋନ୍ ମାଧ୍ୟମରେ ସେଲ୍ଫିଂ ନେବାକୁ ପସନ୍ଦ କରନ୍ତି । ଘରେ ଏକୁଟିଆ ରହିବାର ସୁଯୋଗ ମିଳିଗଲେ ଯୁବତୀମାନେ ଘରର ପ୍ରତ୍ୟେକ କୋଣରୁ ଭିନ୍ନ ଭିନ୍ନ ଷ୍ଟାଇଲରେ ସେଲ୍ଫି ନେଇଥାନ୍ତି ଏବଂ ଏହାକୁ ନିଜେ ଦେଖି ଖୁସି ହୋଇଥାନ୍ତି ।

Get real time updates directly on you device, subscribe now.