fbpx

ସୁନା ଦୋକାନରୁ ଲୁଟ ବେଳେ ପୋଲିସ ଷ୍ଟାଇଲରେ ଚୋରଙ୍କୁ ମାଡ଼ିବସିଲେ ସ୍କୁଲ ପିଲା

ଭୁବନେଶ୍ୱର:(ଓଡ଼ିଶା ଭାସ୍କର) ପୋଲିସ ଷ୍ଟାଇଲରେ ଚୋର ଧରିଲେ ସ୍କୁଲ ପିଲା। ଚୋରି ଉଦ୍ୟମ ବେଳେ ଚୋରକୁ ମାଡ଼ି ବସିଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣୀ SBI ପାଖ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ଚୋରଙ୍କୁ ଧରିଦେଲେ ସ୍କୁଲ୍ ପିଲା । ଦୋକାନରୁ ଜିନିଷ ନେଇ ଖସି ଯାଉଥିବା ବେଳେ ଧରିଦେଲେ ସ୍କୁଲ ପିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମଞ୍ଚେଶ୍ୱର ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.