fbpx

ଏହି ଖେଳାଳୀଙ୍କ ଉପରେ ICCର ବଡ଼ ଆକ୍ସନ, ଭାରତ-ବାଂଲାଦେଶ ମ୍ୟାଚରେ କଲେ ଏହି ଭୁଲ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ଏବଂ ବାଲାଂଦେଶ ମଧ୍ୟରେ ଅଣ୍ଡର- ୧୯ ବିଶ୍ୱକପ୍ ମ୍ୟାଚ ଖେଳାଯାଇଥିଲା । ଭାରତ ବିପକ୍ଷ ଏହି ମ୍ୟାଚ ସମୟରେ ବାଂଲାଦେଶ ବୋଲର ମାରୁଫ ମୃଧା ‘ଅପମାନଜନକ ଭାଷା’ର ବ୍ୟବହାର କରିଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିସିର ଆଚାର ସଂହିତାର ଅନୁଚ୍ଛେଦ ୨.୫ର ଉଲ୍ଲଂଘନ କରିଥିବା ନେଇ ମାରୁଫ ମୃଧାଙ୍କୁ ଖେଳାଳୀ ଏବଂ ଦଳର ସହଯୋଗୀ ସଦସ୍ୟଙ୍କ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏନେଇ ଆଇସିସି ‘ଏକ୍ସ’ରେ ଏକ ପୋଷ୍ଟ କରିଛି ।

Get real time updates directly on you device, subscribe now.