fbpx
BSKY
BJD SHG SKY
BJD MC SKY

IND vs ENG; ଧର୍ମଶାଳା ଟେଷ୍ଟ ମ୍ୟାଚରେ ଜଲୱା ଦେଖାଇଲେ ଯଶସ୍ୱୀ ଜୟସ୍ୱାଲ, ହାସଲ କଲେ ବଡ଼ ସଫଳତା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଏକ ନୂଆ ସ୍ଥାନ ହାସଲ କରିଛନ୍ତି। ଯଶସ୍ୱୀ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ ରନ୍ ପୂରଣ କରିଛନ୍ତି। ଏବେ ଯଶସ୍ୱୀ ନିଜର ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି। ତେବେ ଯଶସ୍ୱୀ ନିଜର ଅର୍ଦ୍ଧଶତକ ପୂରଣ କରି ୫୭ ରନ୍ କରି ଆଉଟ୍ ହୋଇଥିଲେ।

ଧର୍ମଶାଳାରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର ପ୍ରଥମ ଇନିଂସ ୨୧୮ ରନ୍ ରେ ସୀମିତ ରହିଥିଲା।

Get real time updates directly on you device, subscribe now.