fbpx

ପୋଲିସ ପଞ୍ଝାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ, ଲୁଟ୍ ସାମଗ୍ରୀ ଜବତ

ବାଲେଶ୍ୱର: ବାଲେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସାତ ଜଣିଆ ମନ୍ଦିର ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ବାଲେଶ୍ୱର ଓ ମୟୁରଭଞ୍ଜର ବିଭିନ୍ନ ମନ୍ଦିରରୁ ଲୁଟରେ ଏହି ଗ୍ୟାଙ୍ଗ୍ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଲୁଟେରା ଗ୍ୟାଙ୍ଗ ଠାରୁ ବିଭିନ୍ନ ସୁନା, ରୂପା, ତମ୍ବା ଓ ପିତ୍ତଳ ଲୁଟ୍ ସାମଗ୍ରୀ ଜବତ କରିଛି ପୋଲିସ ।

Get real time updates directly on you device, subscribe now.