• Likes
  • Followers
  • Subscribers
  • Followers
  • Android App
  • Monday, June 30, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ

By Manas Pradhan On May 28, 2024 at 8:36 PM
Savings Account
Share

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ କରିବାକୁ ଚାହିଁବେ ତେବେ ଏ କ୍ଷେତ୍ରରେ ଆପଣମାନେ ମାଲାମାଲ୍ ହୋଇଯିବେ । ତେବେ ଏଥିପାଇଁ କିଛି ନିୟମ ମାନିବାକୁ ପଡ଼ିବ । ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଭଲ ସୁବିଧାର ଫାଇଦା ଉଠାଇବାକୁ ହେଲେ ଗ୍ରାହକମାନେ ମଧ୍ୟ କିଛି ରିସ୍କ ନେବାକୁ ପଡ଼ିବ ।

ସୂଚନା ମୁତାବକ, ଘରୋଇ କ୍ଷେତ୍ରର ବଡ଼ ଋଣପ୍ରଦାତ୍ତା ଆରବିଏଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏଭଳି ଏକ ବଡ଼ ଘୋଷଣା କରିଛି । ଏ ବାବଦରେ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଥିବା ବେଳେ ମେ ୨୪ରୁ ଏହା ଲାଗୁ ହୋଇଛି । ବ୍ୟାଙ୍କ ପକ୍ଷରୁ ସୁଧ ହାର ଘୋଷଣା ପରେ ଗ୍ରାହକମାନେ ସେଭିଙ୍ଗସ ଆକାଉଣ୍ଟରେ ୪.୨୫ ପ୍ରତିଶତରୁ ଆରମ୍ଭ କରି ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେବେ ଆକାଉଣ୍ଟରେ ଦୈନିକ ୧ ଲକ୍ଷ ବାଲାନ୍ସ ରଖୁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ଲାଗୁ ହେବ ।

ସୁଧ ହାର ବୃଦ୍ଧି ଘୋଷଣା ପରେ ୧ ଲକ୍ଷ ପର୍ଯ୍ୟନ୍ତ ଦୈନିକ ବାଲାନ୍ସ ଉପରେ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ୧-୧୦ ଲକ୍ଷ ପର୍ଯ୍ୟନ୍ତ ରାଶି ଉପରେ ୫.୫୦ ପ୍ରତିଶତ, ୧୦-୨୫ ଲକ୍ଷ ପର୍ଯ୍ୟନ୍ତ ଜମା ର।।ଶି ଉପରେ ୬ ପ୍ରତିଶତ, ୨୫ ଲକ୍ଷରୁ ୨ କୋଟି ପର୍ଯ୍ୟନ୍ତ ରାଶି ଉପରେ ୭.୫୦ ପ୍ରତିଶତ, ୨-୩ କୋଟି ପର୍ଯ୍ୟନ୍ତ ରାଶି ଉପରେ ୭ ପ୍ରତିଶତ, ୩-୭.୫ କୋଟି ପର୍ଯ୍ୟନ୍ତ ରାଶି ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ ।

ଆହୁରି ପଢନ୍ତୁ

ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ…

ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର…

Share

Prev Post

ବିଜେପିର ହାଇଭୋଲଟେଜ୍ ପ୍ରଚାର ଯୋଗୁଁ ଚାପରେ ଅଛି କି ବିଜେଡି?

Next Post

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ମେ ୧୯ରୁ ଆରମ୍ଭ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ

You might also like More from author
Featured

ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’, କାଜୋଲ ଓ ଅକ୍ଷୟ କୁମାରଙ୍କର…

Featured

ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର ଅଳଙ୍କାର, ଭିତରେ ମିଳିଲା କେଶର ଓ ହଳଦୀ

Breaking News

ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର ସହିତ ଧକ୍କା

Featured

ଜୁନ ୩୦, ୨୦୨୫ ରାଶିଫଳ: ମହାଦେବଙ୍କ କୃପାରୁ ଆଜି ଚମକିବ ଏହି ରାଶିଗୁଡ଼ିକର ଭାଗ୍ୟ

Featured

ବାଲାଜୀ ମନ୍ଦିରରେ ଗୁଣ୍ଡାଗିରି, ଭକ୍ତଙ୍କୁ ଆଶୀର୍ବାଦ ବଦଳରେ ମିଳିଲା ଲାଠିମାଡ଼

Breaking News

ଘରେ ବସି ଓଭରଟାଇମ ଉପରେ ଇନଫୋସିସ୍‌ର ସ୍ୱାସ୍ଥ୍ୟ ଚେତାବନୀ: କର୍ମଚାରୀଙ୍କ କାମର ସମୟ ଉପରେ କମ୍ପାନୀର…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ…

ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି…

୫୫୦୦ ଟଙ୍କା ଶସ୍ତା ହୋଇଛି ସୁନା ଦର, ଆଗକୁ…

ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର…

ଏହି ଟେଷ୍ଟ ମ୍ୟାଚରେ କୋହଲିଙ୍କ ରେକର୍ଡ…

ଆଗକୁ ଆସୁଛି ଶ୍ରାବଣ ମାସ, ଶ୍ରାବଣ ପୂର୍ବ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ…

ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର…

ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର…

ଜୁନ ୩୦, ୨୦୨୫ ରାଶିଫଳ: ମହାଦେବଙ୍କ କୃପାରୁ…

Prev Next 1 of 27,001
© 2025 - TK Digital All Rights Reserved.