fbpx

Big Breaking: ୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରମୁଖ ନେତା ଭିକେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ସେ ୬ ମାସ ପାଇଁ କାର୍ଯ୍ୟକ୍ଷେତ୍ରରୁ ଛୁଟି ନେଇଛନ୍ତି । ଜୁନରୁ ନଭେମ୍ବର ଯାଏଁ ସୁଜାତା ଛୁଟିରେ ରହିବେ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା କାର୍ତ୍ତିକେୟନ । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟି ନେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.