fbpx

ଉତ୍ତର କାଶ୍ମୀରରେ ଲଗାତାର ଭୂକମ୍ପର ୨ଟି ଝଟକା, ଇସଲାମାବାଦରେ ଥରିଉଠିଲା ପୃଥିବୀ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ବାରାମୂଳାରେ ମଙ୍ଗଳବାର (୨୦ ଅଗଷ୍ଟ) ସକାଳୁ ସକାଳୁ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି ।

ଏହାପୂର୍ବରୁ ଜୁଲାଇ ୧୨ ରେ ବାରାମୁଲାରେ ଏକ ଭୂକମ୍ପ ହୋଇଥିଲା । ରାତି ୧୨:୨୬ ରେ ଲୋକମାନେ କମ୍ପନ ଅନୁଭବ କଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିଲା ।

Get real time updates directly on you device, subscribe now.