• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Top Stories
  • ସୋସିଆଲ ମିଡିଆରେ ମାସିକ କେତେ ଖର୍ଚ୍ଚ କରିଥାନ୍ତି ସିଦ୍ଧରମୈୟା ? ଆରଟିଆଇରୁ ହେଲା ବଡ଼ ଖୁଲାସା

ସୋସିଆଲ ମିଡିଆରେ ମାସିକ କେତେ ଖର୍ଚ୍ଚ କରିଥାନ୍ତି ସିଦ୍ଧରମୈୟା ? ଆରଟିଆଇରୁ ହେଲା ବଡ଼ ଖୁଲାସା

By Sasmita Jamuda On Sep 2, 2024 at 10:29 AM
Share

ବେଙ୍ଗାଲୁରୁ: ମୈସୂର ଶହରି ବିକାଶ ପ୍ରାଧିକରଣ(MUDA) ଜମି ଆବଣ୍ଟନ ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ଥମିବାର ନାଁ ଧରୁନି । ଏହି ମାମଲାରେ ସିଦ୍ଧରମୈୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହା ପରଠାରୁ ସିଏମ୍ ପଦରୁ ଇସ୍ତଫା ଦେବା ନେଇ ତାଙ୍କ ଉପରେ ଚାପ ରହିଆସିଛି । ଶନିବାର କଂଗ୍ରେସ ରାଜଭବନ ଚଲୋ ପଦଯାତ୍ରା କରିଥିଲା । ରାଜ୍ୟପାଳଙ୍କ ଉପରେ ଚାପ ପକାଇ ତାଙ୍କ ଅନୁମୋଦନ ନିଷ୍ପତ୍ତି ଉପରେ ପୁନର୍ବିଚାର କରାଇବା ଏହି ପଦଯାତ୍ରାର ଉଦ୍ଦେଶ୍ୟ ଥିଲା । ଏଥିମଧ୍ୟରେ ସିଦ୍ଧରମୈୟାଙ୍କୁ ନେଇ ଆରଟିଆଇର ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାଣ୍ଡେଲ କରିବା ପାଇଁ ସିଦ୍ଧରମୈୟା କେତେ ଖର୍ଚ୍ଚ କରନ୍ତି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଏକ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହା ସୂଚନା ଦିଆଯାଇଛି କି ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସିଦ୍ଧରମୈୟା ସୋସିଆଲ ମିଡିଆରେ ବହୁତ କମ୍ ଖର୍ଚ୍ଚ କରନ୍ତି । ତାଙ୍କ ପୂର୍ବରୁ ଯିଏ ମୁଖ୍ୟମନ୍ତ୍ରୀ ଥଲେ ସେ ସୋସିଆଲ ମିଡିଆରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ସିଦ୍ଧରମୈୟା ମାସିକ ପ୍ରାୟ ୫୩.୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ଯେଉଁଥିରେ ୧୮% ଜିଏସଟି ସାମିଲ ରହିଛି । ୨୫ ଜଣିଆ ଟିମ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାଣ୍ଡେଲ କରିଥାନ୍ତି । ସିଦ୍ଧରମୈୟା ଉଭୟ ବ୍ୟକ୍ତିଗତ ଏବଂ ଅଫିସିଆଲ ସୋସିଆଲ ମିିଡିଆ ଆକାଉଣ୍ଟ ପାଇଁ ୫୩.୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

Share

Prev Post

Para Olympics-2024; ମନୀଷାଙ୍କୁ ହରାଇ ଫାଇନାଲରେ ପହଞ୍ଚିଲେ ତୁଳସୀମତି: ସ୍ୱର୍ଣ୍ଣ ପଦକ ପାଇଁ ହେବ ଲଢେଇ

Next Post

ଓଭର ସ୍ପୀଡ୍ ପାଇଁ ଫସିଲେ ମନ୍ତ୍ରୀ, କଟିଲା ଚାଲାଣ… ଜାଣନ୍ତୁ କେତେ ଟଙ୍କା ଦେବେ ଜରିମାନା

You might also like More from author
Cricket

IND vs PAK; ପଡ଼ିଆରେ ବୁମରାହ କରିବେ କମାଲ, ଜବରଦସ୍ତ ବୋଲିଂରେ ପଡ଼ିବ ୱିକେଟ୍‌, ବାଉଳି ହେବ…

ଦେଶ

“ମୁଁ ମହାଦେବଙ୍କ ଭକ୍ତ… ସବୁ ଜହର ଢୋକି ଦେବି…” ପୁଣି ମା’ଙ୍କୁ ଗାଳି ଦେବା ପ୍ରସଙ୍ଗରେ…

Top Stories

ବାରମ୍ବାର ଫାଟୁଛି ଗୋଇଠି, ଚାଲିବା ହେଉଛି ଅସୁବିଧା, ଆଜି ହିଁ ଘରେ କରନ୍ତୁ ଏହି ଉପାୟ

ଅପରାଧ

“ଆମେ ଏ ଦୁନିଆ ଛାଡ଼ି ବହୁ ଦୂରକୁ ଚାଲିଯାଉଛୁ… SORRY” ୧୧ ବର୍ଷର ପୁଅ ସହ ୧୩ ମହଲାରୁ ଡେଇଁ…

Top Stories

ଶୋଇବା ପୂର୍ବରୁ ଖାଆନ୍ତୁ ଥରେ, ଶରୀର ପାଇଁ ହେବ ରାମବାଣ, ପାଖ ମାଡ଼ିବନି ୫ ରୋଗ

Asia Cup

IND vs PAK: ଆଜି ଦୁବାଇ ମାଟିରେ ହେବ ମହାସଂଗ୍ରାମ, ମ୍ୟାଚ୍ ପୂର୍ବରୁ BCCI ସେୟାର କଲା ଭିଡିଓ,…

Prev Next
Odisha Bhaskar

Recent Posts

IND vs PAK; ପଡ଼ିଆରେ ବୁମରାହ କରିବେ କମାଲ,…

“ମୁଁ ମହାଦେବଙ୍କ ଭକ୍ତ… ସବୁ ଜହର ଢୋକି…

ବାରମ୍ବାର ଫାଟୁଛି ଗୋଇଠି, ଚାଲିବା ହେଉଛି…

“ଆମେ ଏ ଦୁନିଆ ଛାଡ଼ି ବହୁ ଦୂରକୁ…

ଶୋଇବା ପୂର୍ବରୁ ଖାଆନ୍ତୁ ଥରେ, ଶରୀର ପାଇଁ ହେବ…

IND vs PAK: ଆଜି ଦୁବାଇ ମାଟିରେ ହେବ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

IND vs PAK; ପଡ଼ିଆରେ ବୁମରାହ କରିବେ କମାଲ,…

“ମୁଁ ମହାଦେବଙ୍କ ଭକ୍ତ… ସବୁ ଜହର ଢୋକି…

ବାରମ୍ବାର ଫାଟୁଛି ଗୋଇଠି, ଚାଲିବା ହେଉଛି…

“ଆମେ ଏ ଦୁନିଆ ଛାଡ଼ି ବହୁ ଦୂରକୁ…

Prev Next 1 of 26,510
© 2025 - TK Digital All Rights Reserved.