fbpx

ଭୁବନେଶ୍ୱର: ପୁଅ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଘଟଣା, ବାପାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଅ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଘଟଣା । ପୁଅ ହତ୍ୟାକାରୀ ବାପାକୁ ଆଜୀବନ ଦଣ୍ଡାଦେଶ । ଦୋଷୀ ଦାଶରଥୀ ଟୁଡୁକୁ ଆଜୀବନ ଦଣ୍ଡ ଶୁଣାଇଲେ ଏଡିଜେ କୋର୍ଟ । ୨୦୧୯ରେ ମଞ୍ଚେଶ୍ୱର ଥାନା ମୁଣ୍ଡା ସାହିରେ ଘଟିଥିଲା ହତ୍ୟାକାଣ୍ଡ । ସାବତ ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ଦୋଷୀ ଦାଶରଥୀ ଟୁଡୁ ।

Get real time updates directly on you device, subscribe now.