fbpx

(Video) ‘ସୁଭଦ୍ରା ଯୋଜନା’ ଫର୍ମ ପୂରଣ କରିବେ କେମିତି? ଦେଖନ୍ତୁ Step By Step ଫର୍ମ ପୂରଣ କରିବାର ପ୍ରକ୍ରିୟା

ଓଡ଼ିଶା ଭାସ୍କର: ସାରା ରାଜ୍ୟରେ ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ନେଇ ଚର୍ଚ୍ଚା ଚାଲିଛି । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି । ସୁଭଦ୍ରା ଯୋଜନା ଘୋଷଣା କରିବାର କେଇଟା ଦିନ ଭିତରେ ଫର୍ମ ମଧ୍ୟ ଦିଆସରିଛି । କେବଳ ସେତିକି ନୁହେଁ ଆଜିଠାରୁ ଫର୍ମ ସଂଗ୍ରହ କରିବା ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ଅନେକ ହିତାଧିକାରୀ ଫର୍ମ ପୂରଣ ସମୟରେ ଦ୍ୱନ୍ଦ୍ୱରେ ପଡ଼ି ଯାଉଥିବାର ଦେଖାଯାଉଛି । ଫର୍ମର ଅନେକ ସ୍ଥାନରେ କ’ଣ ତଥ୍ୟ ଦେବେ, ସେ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି ହିତାଧିକାରୀ । ତେବେ ଆସନ୍ତୁ ଦେଖିବା କିପରି ସହଜ ଉପାୟରେ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରିପାରିବେ…

 

Get real time updates directly on you device, subscribe now.