fbpx

IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯/୬(ଓଡିଶା ଭାସ୍କର): ରାଜ୍ୟ IAS ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସତ୍ୟବ୍ରତ ସାହୁ ହୋଇଛନ୍ତି MSME ସଚିବ। ଅଭିପରି ଗୋପବନ୍ଧୁ ଶତପଥୀ ହୋଇଛନ୍ତି ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ। ଦେବେନ୍ଦ୍ର ଜେନାଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

Get real time updates directly on you device, subscribe now.