• Likes
  • Followers
  • Subscribers
  • Followers
  • Android App
  • Monday, August 18, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଏହି ପିଏସୟୁ ସେୟାରରେ ହ୍ରାସ, ଏବେ ଏଲଆଇସି ପାଇଁ ଆସିଛି ଭଲ ସମୟ, କିଣିପାରନ୍ତି ସେୟାର

ଏହି ପିଏସୟୁ ସେୟାରରେ ହ୍ରାସ, ଏବେ ଏଲଆଇସି ପାଇଁ ଆସିଛି ଭଲ ସମୟ, କିଣିପାରନ୍ତି ସେୟାର

By Sima Ray On Sep 25, 2024 at 4:13 PM
Share

ନୂଆଦିଲ୍ଲୀ: ୪ ମାସରେ ଏହି ପିଏସୟୁ ଷ୍ଟକରେ ୨୫ ପ୍ରତିଶତ ହ୍ରାସ ହୋଇଛି । ଏପରି ସମୟରେ ଏଲଆଇସିର ଭାଗିଦାରୀରେ ଆସୁଛି ସକାରାତ୍ମକ ପରିବର୍ତ୍ତନ । ତେଣୁ ଏବେ ଏଲଆଇସି ସେୟାର କିଣିବା ଠିକ ହେବ କି ନାହିଁ? ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ ଆସନ୍ତୁ ଜାଣିବା ।

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ନବରତ୍ନ କମ୍ପାନୀରେ ନିଜ ସ୍ଥିତି ସୁଦୃଢ କରିବାରେ ଲାଗିଛି । ଏଲଆଇସିର ଏହି ସବୁ କମ୍ପାନୀର ସେୟାରରେ ୭.୭୮ ପ୍ରତିଶତର ଅଂଶୀଦାରୀ ଦେଖିବାକୁ ମିଳୁଛି । ଏହି କମ୍ପାନୀ ହେଉଛି କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ (କାନକାଁର)ା ଦ୍ୱିତୀୟ ତୈମାସିକ ସମୟର ଅନ୍ତମ ଚରଣରେ ଏଲଆଇସି ନିକଟରେ କାନକାଁରର ୩,୭୦,୦୪,୭୨୨ ସେୟାର ଥିଲା, ଯାହା ୬.୭ ପ୍ରତିଶତ ଭାଗିଦାରିତାକୁ ଦର୍ଶାଉଥିଲା

ପିଏସୟୁର ଏହି ଷ୍ଟକ ୨୦୨୪ରେ ଏପର୍ଯ୍ୟନ୍ତ ମାତ୍ର ୩ ପ୍ରତିଶତ ବୃଦ୍ଧି କରିଛି, ଯାହା ଜୁନ ୪ରେ ସବୁଠାରୁ ଅଧିକ ୧,୧୯୩,୯୫ ଟଙ୍କାରୁ ୨୫ ପ୍ରତିଶତ ହ୍ରାସ ପାଇଛି । ବୁଧବାର କାନକାଁରର ସେୟାର ୦.୩୬ ପ୍ରତିଶତ ହ୍ରାସପାଇ ୮୯୦ ଟଙ୍କାରେ କାରବାର କରିଥିଲା । ଗୋଟିଏ ମାସରେ କମ୍ପାନୀର ସେୟାର ୧୦.୩୫ ପ୍ରତିଶତ ହ୍ରାସ ପାଇଛି ।

ଆହୁରି ପଢନ୍ତୁ

Kidney health : କିଡନୀକୁ ସୁସ୍ଥ ରଖିବା ପାଇଁ…

ଅର୍ଜୁନଙ୍କ ତୀକ୍ଷ୍ଣ ଶର, ଖଣ୍ଡାର ଧାର ଭଳି…

ତେବେ ଏଲଆଇସିର ସେୟାର କିଣିବା ପରେ ମଧ୍ୟ କିଛି ଦଲାଲ ଏହି ସେୟାର ବିକିବାକୁ ପରାମର୍ଶ ଦେଉଛନ୍ତି । ସେମାନେ ସେଲର ରେଟିଂ ସ୍ପଷ୍ଟ କରିଛନ୍ତି । ସେମାନଙ୍କ ମତରେ ଦୁର୍ବଳ ଦାବିକୁ ନେଇ ନିକଟ ଭବିଷ୍ୟତରେ ସମସ୍ୟା ହୋଇପାରେ । କିନ୍ତୁ କାନକାର ସେୟାର ଉପରେ ଲମ୍ବା ସମୟର ଲାଭ ମିଳିପାରେ କହୁଛନ୍ତି ବିଶେଷଜ୍ଞ । ସେହିପରି କୋଟକ ଇନଷ୍ଟିଚ୍ୟୁଶନାଲ ଇକ୍ୱିୟିଜ କହୁଛି କି, ଅଶୋଧିତ ତେଲ କମ୍ପାନୀରେ ହ୍ରାସ, ରେଳ ଅପରେସନ ତୁଳନାରେ ସଡକ ଅପରେଟରଙ୍କ ପାଇଁ ଲାଭ ଦେବ ନାହିଁ ।

ନୁଭାମୀ ଇନଷ୍ଟିଚ୍ୟୁଶନ ଇକ୍ୱିଟିଜ କହିଛି କି, ଆର୍ଥିକ ବର୍ଷ ୨୫ରେ ଏଏକ୍ସଆଇଏମ ପାଇଁ କାନକାରର ୧୫ ପ୍ରତିଶତ ଭଲ୍ୟୁମ ଗ୍ରୋଥ ହାସିଲ କରିବା କଠିନ ହୋଇପାରେ । ତେଣୁ କୌଣସି ବି ସେୟାର କିଣିବା ଆଗରୁ ନିଜ ଆର୍ଥ ବିଶେଷଜ୍ଞ ବା ପରାମର୍ଶଦାତାଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ।

Share

Prev Post

ଥରହର ହେଲାଣି ବିଶ୍ୱ; ପ୍ରଶାନ୍ତ ମହାସାଗରରେ ଏପରି କଲା କଲା ଚୀନ୍, ସାମ୍ନାକୁ ଆସିଲା ସତ

Next Post

ଦୁର୍ବଳ ହେଲା ଲଘୁଚାପ, ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା ସହ ଘଡ଼ଘଡ଼ି

You might also like More from author
Top Stories

Kidney health : କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କେତେ ପାଣି ପିଇବା ଉଚିତ? ବିଶେଷଜ୍ଞଙ୍କ…

Top Stories

ଅର୍ଜୁନଙ୍କ ତୀକ୍ଷ୍ଣ ଶର, ଖଣ୍ଡାର ଧାର ଭଳି ଚାଲୁଥିଲା ଏ ଦୁର୍ଦ୍ଦଶ ବ୍ୟାଟରଙ୍କ ବ୍ୟାଟ୍, ଚୂରମାର…

ଅପରାଧ

ମହଙ୍ଗା ପଡ଼ିଲା ଗୀତ ଗାଇବା ସୋଉକ୍, ଫେରଓ୍ୱେଲ୍ ପାର୍ଟିରେ ଗୀତ ଗାଇ ଚାକିରିରୁ ନିଲମ୍ୱିତ ହେଲେ…

Astrology

30 ଦିନ ଯାଏଁ ନିଜ ପ୍ରିୟ ରାଶିରେ ରହିବେ ସୂର୍ଯ୍ୟଦେବ, ଆଜିଠୁ ଏହି ରାଶିଙ୍କର ଆରମ୍ଭ ହେଲା ଗୋଲ୍ଡେନ୍…

Top Stories

ଜଲଦି ଅବସର ନେବେ ବୁମରା ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ, କାହିଁକି ଏତେ ଶୀଘ୍ର ଅବସର…

Breaking News

“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ ଦେବିନି”…ରାଗିଗଲେ ଟୋଲ୍ କର୍ମଚାରୀ, ଯବାନଙ୍କୁ ଖୁଣ୍ଟରେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

Kidney health : କିଡନୀକୁ ସୁସ୍ଥ ରଖିବା ପାଇଁ…

ଅର୍ଜୁନଙ୍କ ତୀକ୍ଷ୍ଣ ଶର, ଖଣ୍ଡାର ଧାର ଭଳି…

ମହଙ୍ଗା ପଡ଼ିଲା ଗୀତ ଗାଇବା ସୋଉକ୍, ଫେରଓ୍ୱେଲ୍…

30 ଦିନ ଯାଏଁ ନିଜ ପ୍ରିୟ ରାଶିରେ ରହିବେ…

ଜଲଦି ଅବସର ନେବେ ବୁମରା ! ସାମ୍ନାକୁ ଆସିଲା…

“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Kidney health : କିଡନୀକୁ ସୁସ୍ଥ ରଖିବା ପାଇଁ…

ଅର୍ଜୁନଙ୍କ ତୀକ୍ଷ୍ଣ ଶର, ଖଣ୍ଡାର ଧାର ଭଳି…

ମହଙ୍ଗା ପଡ଼ିଲା ଗୀତ ଗାଇବା ସୋଉକ୍, ଫେରଓ୍ୱେଲ୍…

30 ଦିନ ଯାଏଁ ନିଜ ପ୍ରିୟ ରାଶିରେ ରହିବେ…

Prev Next 1 of 28,878
© 2025 - TK Digital All Rights Reserved.