fbpx

ପୂଜାରେ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଯୋଜନା କରୁଛନ୍ତି କି ? RAJ Electronicsରେ ମିଳୁଛି 40% ଡିସକାଉଣ୍ଟ

ଭୁବନେଶ୍ବର:ଆଉ ଦିନ କେଇଟା ପରେ ଦଶହରା । ତେବେ ପୂଜାରେ ଘରକୁ ନୂଆ ନୂଆ ଜିନିଷ କିଣିବା ପାଇଁ ସମସ୍ତେ ଚାହିଁଥାନ୍ତି । ଦଶହରାରେ ନୂଆ ଇଲେକ୍ଟ୍ରୋନିକ୍ସ ଜିନିଷ ଘରକୁ ଆଣିଲେ ଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଆପଣ ଭୁବନେଶ୍ବରରୁ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଚାହଁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରାଜ ଇଲେକ୍ଟ୍ରୋନିକ୍ସ ଘୋଷଣା କରିଛି ଫେଷ୍ଟିଭାଲ ଅଫର । 46 ବର୍ଷ ଧରି ସାରା ଓଡିଶାରେ ରାଜ କରୁଥିବା ବେଳେ ବର୍ତ୍ତମାନ ପୂଜା ସମୟରେ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ପ୍ରଦାନ କରୁଛି ।

ଗ୍ରାଣ୍ଡ ଅଫରରେ ରହିଛି ଡ୍ରିମ୍ ହୋମ୍ ପ୍ୟାକେଜ । ଏୟାର କଣ୍ଡିସନର, ଏଲଇଡି ଟିଭି, ସାଇଡ ବାଏ ସାଇଟ ଫ୍ରିଜ, ଓ୍ବାସିଂ ମେସିନ, ଡିଓସ୍ ରେଫ୍ରିଜରେଟର ସହିତ ମିନି ରେଫ୍ରିଜରେଟର, ଓଲଇଡି ଟିଭି ସହିତ ଏଲଇଡଡି ଟିଭି ଫ୍ରି, ସାଉଣ୍ଡବାର ଭଳି ଅନ୍ୟାନ୍ତ ଅଫର ରହିଛି । ବିଭିନ୍ନ ମଡେଲ ଉପରେ 40 ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ଫାଇନାନ୍ସରେ କିଣୁଥିଲେ 26 ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫର, ନୋ କଷ୍ଟ ଇଏମଆଇ ଏବଂ କମ୍ ମୂଲ୍ୟର ଡ଼ାଉନପେମେଣ୍ଟ ଦେଇ ଜିନିଷ କିଣିପାରିବେ । ଏହି ସୋରୁମରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ବିଭିନ୍ନ ବର୍ଗର ଉତ୍ପାଦ ଉପଲବ୍ଧ ରହିଛି । ତେବେ ଏନେଇ ରାଜ ଇଲେକ୍ଟ୍ରୋନିକ୍ସର ସ୍ବତ୍ବାଧିକାରୀ ପ୍ରକାଶ କୁମାର ବିଶ୍ବାଳ କହିଛନ୍ତି, “ଆମ ସୋରୁମ ଉପରେ ଗ୍ରାହକମାନେ ଦୀର୍ଘ ବର୍ଷ ଧରି ଭରସା କରିଛନ୍ତି । ଏଠାରେ କମ୍ ମୂଲ୍ୟରେ ସାମଗ୍ରୀ ମିଳିଥାଏ ବୋଲି ଗ୍ରାହକମାନେ ଦୃଢ ବିଶ୍ବାସ ରଖିଛନ୍ତି । ଗ୍ରାହକମାନଙ୍କ ବିଶ୍ବାସ ଏବଂ ଭରସାକୁ ପାଥେୟ କରି ରାଜ ଇଲେକ୍ଟ୍ରୋନିକ୍ସ ଚଳିତବର୍ଷର ପୂଜା ଅଫର ଆରମ୍ଭ କରିଛି । ”

Get real time updates directly on you device, subscribe now.