କେଉଁ ଖେଳାଳିଙ୍କୁ ବାଛିଲା ଦଳ, କିଏ ପଡ଼ିଲା ବାଦ୍‌… ଜାଣନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(IPL) ୨୦୨୫ ମେଗା ନିଲାମୀ ଶେଷ ହୋଇଛି । ସାଉଦୀ ଆରବର ଜେଦାହ ସହରରେ ନଭେମ୍ବର ୨୪ ଏବଂ ୨୫ ଦୁଇ ଦିନ ଧରି ଚାଲିଥିଲା ଏହି ମେଗା ନିଲାମୀ । ଏଥର ନିଲାମଧାରୀ ଥିଲେ ମଲ୍ଲିକା ସାଗର । ପ୍ରାୟ ୨ ବର୍ଷରୁ ଅଧିକ ସମୟ ପାଇଁ ଜାତୀୟ ଦଳ ସେଟ୍‌ପରୁ ବାହାରେ ଥିଲେ ମଧ୍ୟ ଭୁବନେଶ୍ୱର କୁମାରଙ୍କ ଅଭିଜ୍ଞତା ପାଇଁ ଆଇପିଏଲ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ ଥିଲେ । ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତାଙ୍କୁ ୧୦. ୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । ମେଗା ନିଲାମୀର ଦ୍ୱିତୀୟ ଦିନ ଭାରତୀୟ ପେସରଙ୍କ ପାଇଁ ଲାଭଦାୟକ ହୋଇଥିଲା । ସେଥିମଧ୍ୟରୁ ଶାର୍ଦୁଲ ଠାକୁର, ପୃଥ୍ୱୀ ଶ, ଅଜିଂକ୍ୟ ରାହାଣେ, କେନ୍ ୱିଲିୟମସନ୍ ଏବଂ ଗ୍ଲେନ୍ ଫିଲିପ୍ସ ଭଳି ଖେଳାଳି ବିକ୍ରି ହୋଇପାରିନଥିଲେ ।

ଆଗାମୀ ଆଇପିଏଲ ସିଜିନ୍ ପୂର୍ବରୁ ଭୁବନେଶ୍ୱର କୁମାର ୩୫ ବର୍ଷ ବୟସରେ ପଦାର୍ପଣ କରିବେ । ତାଙ୍କ ନାଁରେ ୨୮୭ ଟି-୨୦ ମ୍ୟାଚରେ ୩୦୦ଟି ୱିକେଟ ସହ ୮ ତଳେ ଇକୋନୋମୀ ରେଟର ରେକର୍ଡ଼ ରହିଛି । ସେହିଭଳି ଦୀପକ ଚହରଙ୍କ ଆଘାତ ଇତିହାସ ଥିବା ସତ୍ତ୍ୱେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୯.୨୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ RTM କାର୍ଡ଼ ମାଧ୍ୟମରେ ୮ କୋଟି ଟଙ୍କାରେ ମୁକେଶ କୁମାରଙ୍କୁ କିଣିଥିଲା । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟ ଟେଷ୍ଟ ପେସର ଆକାଶ ଦୀପଙ୍କୁ ୮ କୋଟି ଟଙ୍କାରେ କିଣିଥିଲା । ଅଲରାଉଣ୍ଡରଙ୍କ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଭିଜ୍ଞ ସ୍ପିନ୍ ବୋଲର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟାଙ୍କୁ ୫.୭୫ କୋଟି ଟଙ୍କାରେ କିଣିଥିଲା । ରାଜସ୍ଥାନ ରୟାଲ୍ସ ତୁଷାର ଦେଶପାଣ୍ଡେଙ୍କୁ(୬.୫୦ କୋଟି) ଏବଂ ନୀତିଶ ରାଣା(୪.୨୦ କୋଟି) ଟଙ୍କାରେ କିଣିଥିଲେ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ RCB ସ୍କିପର Faf du Plessisଙ୍କୁ ୨ କୋଟି ଟଙ୍କା ବେସ୍ ପ୍ରାଇସରେ କିଣିଛି । ଗୁଜରାଟ ଟାଇଟନ୍ସ ୱାଶିଂଟନ୍ ସୁନ୍ଦରଙ୍କୁ ୩.୨୦ କୋଟି ଟଙ୍କାରେ କିଣିଛି । ଦକ୍ଷିଣ ଆଫ୍ରିକାର ମାରକୋ ଜାନସେନଙ୍କୁ ପଞ୍ଜବ କିଙ୍ଗସ ୭ କୋଟି ଟଙ୍କାରେ କିଣିଛି । ଏହି ନିଲାମୀରେ ସୀମିତ ବକଳ୍ପ ସତ୍ତ୍ୱେ ଭାରତୀୟ ପ୍ରତିଭାଙ୍କ ଅଧିକ ଚାହିଦା ଦେଖିବାକୁ ମିଳିଥିଲା ।
IPL ନିଲାମୀ ୨୦୨୫ର ଦ୍ୱିତୀୟ ଦିନରେ ବିକ୍ରି ହୋଇଥିବା ଖେଳାଳି

 

କ୍ରମାଂକ  ଖେଳାଳି      ଦେଶ       ଦଳ        ବେସ୍ ମୂଲ୍ୟ      ବିକ୍ରି ମୂଲ୍ୟ

୧           କ୍ରମାଂକରୋଭମାନ ପୋୱେଲ ୱେଷ୍ଟ ଇଣ୍ଡି  କୋଲକାତା ନାଇଟ୍ ରାଇଡର୍ସ  ୧.୫୦ କୋଟି  ୧.୫୦ କୋଟି
୨           ଫାଫ୍ ଦୁ ପ୍ଲେସିସ୍  ଦକ୍ଷିଣ ଆଫ୍ରିକା ଦିଲ୍ଲୀ କ୍ୟାପିଟାଲ୍ସ  ୨ କୋଟି ୨ କୋଟି
୩           ୱାଶିଂଟନ୍ ସୁନ୍ଦର   ଭାରତ    ଗୁଜରାଟ ଟାଇଟନ୍ସ  ୨ କୋଟି    ୩.୨୦ କୋଟି
୪          ସାମ୍ କୁରାନ୍  ଇଂଲଣ୍ଡ   ଚେନ୍ନାଇ ସୁପର କିଙ୍ଗସ୍  ୨ କୋଟି    ୨.୪୦ କୋଟି
୫          ମାକରୋ ଜାନସେନ୍ ଦକ୍ଷିଣ ଆଫ୍ରିକା  ପଞ୍ଜାବ କିଙ୍ଗ୍ସ  ୧.୨୫ କୋଟି   ୭ କୋଟି
୬           କୃଣାଲ ପାଣ୍ଡ୍ୟା   ଭାରତ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ    ୨ କୋଟି    ୫.୭୫ କୋଟି
୭            ନୀତିଶ ରାଣା   ଭାରତ ରାଜସ୍ଥାନ ରୟାଲ୍ସ  ୧.୫୦ କୋଟି    ୪.୨୦ କୋଟି

୮         ର୍ୟାନ୍ ରିକେଲଟନ୍   ଦକ୍ଷିଣ ଆଫ୍ରିକା  ମୁମ୍ବାଇ ଇଣ୍ଡିଆନ୍ସ  ୧ କୋଟି  ୧ କୋଟି
୯         ଜୋଶ୍ ଇଙ୍ଗଲିସ୍    ଅଷ୍ଟ୍ରେଲିଆ  ପଞ୍ଜାବ କିଙ୍ଗ୍ସ     ୨ କୋଟି     ୨.୬୦ କୋଟି
୧୦      ତୁଷାର ଦେଶପାଣ୍ଡେ  ଭାରତ    ରାଜସ୍ଥାନ ରୟାଲ୍ସ    ୧ କୋଟି    ୬.୫୦ କୋଟି
୧୧      ଜେରାଲ୍ଡ କୋଟଜୀ    ଦକ୍ଷିଣ ଆଫ୍ରିକା  ଗୁଜରାଟ ଟାଇଟନ୍ସ ୧.୨୫ କୋଟି    ୨.୪୦ କୋଟି
୧୨      ଭୁବନେଶ୍ୱର କୁମାର   ଭାରତ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ   ୨ କୋଟି   ୧୦.୭୫ କୋଟି
୧୩     ମୁକେଶ କୁମାର  ଭାରତ    ଦିଲ୍ଲୀ କ୍ୟାପିଟାଲ୍ସ    ୨ କୋଟି    ୮ କୋଟି(RTM)
୧୪     ଦୀପକ ଚହର    ଭାରତ      ମୁମ୍ବାଇ ଇଣ୍ଡିଆନ୍ସ  ୨ କୋଟି ୯.୨୫ କୋଟି
୧୫      ଆକାଶ ଦୀପ  ଭାରତ     ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ     ୧ କୋଟି          ୮ କୋଟି
୧୬       ଲୋକି ଫେରଗୁସନ୍   ନ୍ୟୁଜିଲାଣ୍ଡ  ପଞ୍ଜାବ କିଙ୍ଗ୍ସ    ୨ କୋଟି      ୨ କୋଟି
୧୭       ଅଲ୍ହା ଗଜନଫର       ଆଫଗାନିସ୍ତାନ  ମୁମ୍ବାଇ ଇଣ୍ଡିଆନ୍ସ    ୭୫ ଲକ୍ଷ     ୪.୮୦ କୋଟି
୧୮       ଶୁଭମ ଦୁବେ        ଭାରତ  ରାଜସ୍ଥାନ ରୟାଲ୍ସ   ୩୦ ଲକ୍ଷ   ୮୦ ଲକ୍ଷ
୧୯       ଶୈକ୍ ରସୀଦ   ଭାରତ    ଚେନ୍ନାଇ ସୁପର କିଙ୍ଗସ୍  ୩୦ ଲକ୍ଷ   ୩୦ ଲକ୍ଷ
୨୦      ହିମ୍ମତ ସିଂହ ଭାରତ    ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ    ୩୦ ଲକ୍ଷ   ୩୦ ଲକ୍ଷ
୨୧       ଅନସୁଲ କାମବୋଜ  ଭାରତ   ଚେନ୍ନାଇ ସୁପର କିଙ୍ଗସ୍    ୩୦ ଲକ୍ଷ     ୩.୪୦ କୋଟି
୨୨        ଅର୍ଶଦ ଖାନ୍ ଭାରତ   ଗୁଜରାଟ ଟାଇଟନ୍ସ     ୩୦ ଲକ୍ଷ  ୧.୩୦ କୋଟି
୨୩        ଦର୍ଶନ ନାଲକାଣ୍ଡେ   ଭାରତ     ଦିଲ୍ଲୀ କ୍ୟାପିଟାଲ୍ସ   ୩୦ ଲକ୍ଷ    ୩୦ ଲକ୍ଷ
୨୪         ସ୍ୱପ୍ନିଲ ସିଂହ     ଭାରତ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ୩୦ ଲକ୍ଷ    ୫୦ ଲକ୍ଷ
୨୫        ଗରନୁର ବ୍ରାର     ଭାରତ   ଗୁଜରାଟ ଟାଇଟନ୍ସ  ୩୦ ଲକ୍ଷ   ୧.୩୦ ଲକ୍ଷ
୨୬        ମୁକେଶ ଚୌଧୁରୀ   ଭାରତ  ଚେନ୍ନାଇ ସୁପର କିଙ୍ଗସ୍   ୩୦ ଲକ୍ଷ     ୩୦ ଲକ୍ଷ
୨୭         ଜୀଶାନ୍ ଅନସରି    ଭାରତ    ସନ୍ ରାଇଜର୍ସ ହାଇଦ୍ରାବାଦ ୩୦ ଲକ୍ଷ    ୪୦ ଲକ୍ଷ
୨୮          ଏମ୍ ସିଦ୍ଧାର୍ଥ       ଭାରତ      ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ    ୩୦ ଲକ୍ଷ  ୭୫ ଲକ୍ଷ
୨୯           ଦିଗଭେଶ ସିଂହ     ଭାରତ      ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ    ୩୦ ଲକ୍ଷ ୩୦ ଲକ୍ଷ
୩୦          ମନୀଷ ପାଣ୍ଡେ    ଭାରତ    କୋଲକାତା ନାଇଟ୍ ରାଇଡର୍ସ     ୭୫ ଲକ୍ଷ ୭୫ ଲକ୍ଷ
୩୧          ଶେରଫାନ୍ ରଥରଫୋର୍ଡ଼ ୱେଷ୍ଟ ଇଣ୍ଡିଜ ଗୁଜରାଟ ଟାଇଟନ୍ସ    ୧.୫୦ କୋଟି ୨.୬୦ କୋଟି
୩୨          ଶହବାଜ ଅହମଦ  ଭାରତ   ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ    କୋଟି    ୨.୪୦ କୋଟି
୩୩            ଟିମ୍ ଡାଭିଡ  ଅଷ୍ଟ୍ରଲିଆ    ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ   ୨ କୋଟି    ୩ କୋଟି
୩୪           ଦୀପକ ହୁଡା    ଭାରତ  ଚେନ୍ନାଇ ସୁପର କିଙ୍ଗସ୍   ୭୫ ଲକ୍ଷ    ୧.୭୦ କୋଟି
୩୫            ୱିଲ୍ ଜାକ୍ସ    ଇଂଲଣ୍ଡ  ମୁମ୍ବାଇ ଇଣ୍ଡିଆନ୍ସ   ୨ କୋଟି ୫.୨୫ କୋଟି
୩୬          ଅଜମତୁଲ୍ଲା ଓମାରଜାଇ  ଆଫଗାନିସ୍ତାନ ପଞ୍ଜାବ କିଙ୍ଗସ୍  ୧.୫୦ କୋଟି   ୨.୪୦ କୋଟି
୩୭          ଆର. ସାଇ କିଶୋର ଭାରତ  ପଞ୍ଜାବ କିଙ୍ଗସ୍  ୭୫ ଲକ୍ଷ ୨ କୋଟି(RTM)
୩୮         ରୋମାରିଓ ସେଫାର୍ଡ଼ ୱେଷ୍ଟ ଇଣ୍ଡିଜ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧.୫୦ କୋଟି  ୧.୫୦ କୋଟି
୩୯          ସ୍ପେନସର ଜନସନ୍ ଅଷ୍ଟ୍ରେଲିଆ  କୋଲକାତା ନାଇଟ୍ ରାଇଡର୍ସ ୨ କୋଟି  ୨.୮୦ କୋଟି
୪୦           ଇଶାନ୍ତ ଶର୍ମା   ଭାରତ    ଗୁଜରାଟ ଟାଇଟନ୍ସ   ୭୫ ଲକ୍ଷ    ୭୫ ଲକ୍ଷ
୪୧          ନୁୱାନ୍ ଥୁଶାରା    ଶ୍ରୀଲଙ୍କା   ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ    ୭୫ ଲକ୍ଷ  ୧.୬୦ କୋଟି
୪୩         ଜୟଦେବ ଉନଦକତ  ଭାରତ   ସନ୍ ରାଇଜର୍ସ ହାଇଦ୍ରାବାଦ    ୧ କୋଟି  ୧ କୋଟି
୪୪          ହରନୁର ପନ୍ନୁ  ଭାରତ   ପଞ୍ଜାବ କିଙ୍ଗସ୍  ୩୦ ଲକ୍ଷ   ୩୦ ଲକ୍ଷ
୪୫          ଯୁଧବୀର ଚରକ  ଭାରତ  ରାଜସ୍ଥାନ ରୟାଲ୍ସ   ୩୦ ଲକ୍ଷ  ୩୫ ଲକ୍ଷ
୪୬            ଅଶ୍ୱିନ୍ କୁମାର ଭାରତ   ମୁମ୍ବାଇ ଇଣ୍ଡିଆନ୍ସ   ୩୦ ଲକ୍ଷ ୩୦ ଲକ୍ଷ
୪୭            ଆକାଶ ସିଂହ   ଭାରତ  ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ  ୩୦ ଲକ୍ଷ  ୩୦ ଲକ୍ଷ
୪୮          ଗୁରଜପନୀତ ସିଂହ   ଭାରତ  ଚେନ୍ନାଇ ସୁପର କିଙ୍ଗସ୍   ୩୦ ଲକ୍ଷ   ୨.୨୦ କୋଟି
୪୯          ଜୟନ୍ତ ଯାଦବ   ଭାରତ ଗୁଜରାଟ ଟାଇଟନ୍ସ ୭୫ ଲକ୍ଷ ୭୫ ଲକ୍ଷ
୫୦         ମିଚେଲ ସାନ୍ତନର ନ୍ୟୁଜିଲାଣ୍ଡ   ମୁମ୍ବାଇ ଇଣ୍ଡିଆନ୍ସ   ୨ କୋଟି  ୨ କୋଟି
୫୧           ଫଜଲହକ୍ ଫାରୁକି ଆଫଗାନିସ୍ତାନ  ରାଜସ୍ଥାନ ରୟାଲ୍ସ  ୨ କୋଟି  ୨ କୋଟି
୫୨         କୁଲଦୀପ ସେନ୍  ଭାରତ  ପଞ୍ଜାବ କିଙ୍ଗସ  ୭୫ ଲକ୍ଷ    ୮୦ ଲକ୍ଷ
୫୩          ରୀସ୍ ଟୋପଲି ଇଂଲଣ୍ଡ  ମୁମ୍ବାଇ ଇଣ୍ଡିଆନ୍ସ    ୭୫ ଲକ୍ଷ    ୭୫ ଲକ୍ଷ
୫୪         ପ୍ରିୟାନ୍ସ ଆର୍ଯ୍ୟ  ଭାରତ  ପଞ୍ଜାବ କିଙ୍ଗସ  ୩୦ ଲକ୍ଷ   ୩.୮୦ କୋଟି
୫୫         ମନୋଜ ଭଣ୍ଡାଗେ  ଭାରତ   ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ୩୦ ଲକ୍ଷ  ୩୦ ଲକ୍ଷ
୫୬        ଭିପରାଜ ନିଗମ   ଭାରତ  ଦିଲ୍ଲୀ କ୍ୟାପିଟାଲସ    ୩୦ ଲକ୍ଷ    ୫୦ ଲକ୍ଷ
୫୭        ଶ୍ରୀଜିଥ୍ କ୍ରିଷ୍ଣନ୍  ଭାରତ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ  ୩୦ ଲକ୍ଷ

୫୮          ଜାକବ ବେଥେଲ ଇଂଲଣ୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ୧.୨୫ କୋଟି   ୨.୬୦ କୋଟି
୫୯          ବ୍ରାଏଡନ୍ କାର୍ସ ଇଂଲଣ୍ଡ   ସନ୍ ରାଇଚଜର୍ସ ହାଇଦ୍ରାବାଦ    ୧ କୋଟି   ୧ କୋଟି
୬୦          ଆରନ୍ ହାର୍ଡି    ଆଷ୍ଟ୍ରଲିଆ   ପଞ୍ଜାବ କିଙ୍ଗସ୍   ୧.୨୫ କୋଟି ୧.୨୫ କୋଟି
୬୧        କାମିଣ୍ଡୁ ମେଣ୍ଡିସ୍  ଶ୍ରୀଲଙ୍କା   ସନ୍ ରାଇଚଜର୍ସ ହାଇଦ୍ରାବାଦ ୭୫ ଲକ୍ଷ  ୭୫ ଲକ୍ଷ
୬୨          ଦୁଷ୍ମନ୍ଥ ଚମୀରା ଶ୍ରୀଲଙ୍କା   ଦିଲ୍ଲୀ କ୍ୟାପିଟାଲ୍ସ ୭୫ ଲକ୍ଷ   ୭୫ ଲକ୍ଷ
୬୩          ନାଥନ ଏଲିସ    ଅଷ୍ଟ୍ରଲିଆ  ଚେନ୍ନାଇ ସୁପର କିଙ୍ଗସ୍ ୧.୨୫ କୋଟି    ୨ କୋଟି
୬୪           ଶମର ଜୋଶେଫ୍  ୱେଷ୍ଟ ଇଣ୍ଡିଜ୍  ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ  ୫ ଲକ୍ଷ  ୭୫ ଲକ୍ଷ(RTM)
୬୫            ଅନିକେତ ବର୍ମା    ଭାରତ  ସନ୍ ରାଇଜର୍ସ ହାଇଦ୍ରାବାଦ   ୩୦ ଲକ୍ଷ  ୩୦ ଲକ୍ଷ
୬୬           ରାଜ୍ ଅଙ୍ଗଦ ବୱା  ଭାରତ    ମୁମ୍ବାଇ ଇଣ୍ଡିଆନ୍ସ   ୩୦ ଲକ୍ଷ   ୩୦ ଲକ୍ଷ
୬୭            ମୁଶୀର ଖାନ୍ ଭାରତ ପଞ୍ଜାବ କିଙ୍ଗସ୍     ୩୦ ଲକ୍ଷ  ୩୦ ଲକ୍ଷ
୬୮           ସୂର୍ଯ୍ୟାଂଶ ସେଜ୍  ଭାରତ ପଞ୍ଜାବ କିଙ୍ଗସ୍  ୩୦ ଲକ୍ଷ     ୩୦ ଲକ୍ଷ
୬୯           ପ୍ରିନ୍ସ ଯାଦବ   ଭାରତ  ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ   ୩୦ ଲକ୍ଷ   ୩୦ ଲକ୍ଷ
୭୦         ଜେମି ଓଭରଟୋନ୍  ଇଂଲଣ୍ଡ  ଚେନ୍ନାଇ ସୁପର କିଙ୍ଗସ୍  ୧.୫ କୋଟି ୧.୫ କୋଟି
୭୧          ଜାଭିୟର ବାର୍ଟଲେଟ୍  ଅଷ୍ଟ୍ରଲିଆ ପଞ୍ଜାବ କିଙ୍ଗସ୍      ୭୫ ଲକ୍ଷ  ୮୦ ଲକ୍ଷ
୭୨          ଯୁବରାଜ ଚୌଧୁରୀ  ଭାରତ    ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ   ୩୦ ଲକ୍ଷ  ୩୦ ଲକ୍ଷ
୭୩            କମଲେଶ ନଗରକୋଟି   ଭାରତ    ଚେନ୍ନାଇ ସୁପର କିଙ୍ଗସ୍   ୩୦ ଲକ୍ଷ    ୩୦ ଲକ୍ଷ
୭୪           ପାୟଲା ଅବିନାଶ  ଭାରତ     ପଞ୍ଜାବ କିଙ୍ଗସ୍  ୩୦ ଲକ୍ଷ      ୩୦ ଲକ୍ଷ
୭୫             ରାମକୃଷ୍ଣା ଘୋଷ    ଭାରତ ଚେନ୍ନାଇ ସୁପର କିଙ୍ଗସ୍  ୩୦ ଲକ୍ଷ    ୩୦ ଲକ୍ଷ
୭୬           ସତ୍ୟନାରାୟଣ ରାଜୁ  ଭାରତ  ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ    ୩୦ ଲକ୍ଷ
୭୭            ବୈଭବ ସୂର୍ଯ୍ୟବଂଶୀ   ଭାରତ  ରାଜସ୍ଥାନ ରୟାଲ୍ସ ୩୦ ଲକ୍ଷ   ୧.୧୦ କୋଟି
୭୮           ଇଶାନ ମଲିଙ୍ଗା   ଶ୍ରୀଲଙ୍କା   ସନ୍ ରାଇଜର୍ସ ହାଇଦ୍ରାବାଦ ୩୦ ଲକ୍ଷ  ୧.୨୦ ଲକ୍ଷ
୭୯            ଦେଦତ୍ତ ପଡିକ୍କଲ    ଭାରତ    ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ   ୨ କୋଟି    ୨କୋଟି
୮୦          ଲୁଭନିଥ୍ ସିସୋଦିଆ  ଭାରତ   କୋଲକାତା ନାଇଟ୍ ରାଇଡର୍ସ ୩୦ ଲକ୍ଷ    ୩୦ ଲକ୍ଷ
୮୧         ଶ୍ରେୟାସ ଗୋପାଲ     ଭାରତ ଚେନ୍ନାଇ ସୁପର କିଙ୍ଗସ୍   ୩୦ ଲକ୍ଷ   ୩୦ ଲକ୍ଷ
୮୨          ଗ୍ଲେନ୍ ଫିଲିପ୍ସ   ନ୍ୟୁଜିଲାଣ୍ଡ  ଗୁଜରାଟ ଟାଇଟନ୍ସ   ୨ କୋଟି    ୨କୋଟି
୮୩           ଅଜିଂକ୍ୟ ରାହାଣେ  ଭାରତ  କୋଲକାତା ନାଇଟ୍ ରାଇଡର୍ସ    ୧.୫୦ କୋଟି     ୧.୫୦ କୋଟି
୮୪          ଡୋନୋଭାନ୍ ଫେରିରା  ଦକ୍ଷିଣ ଆଫ୍ରିକା  ଦିଲ୍ଲି କ୍ୟାପିଟାଲ୍ସ      ୭୫ ଲକ୍ଷ      ୭୫ ଲକ୍ଷ
୮୫            ଶ୍ୱସ୍ତିକ ଚିକାରା   ଭାରତ    ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ   ୩୦ ଲକ୍ଷ ୩୦ ଲକ୍ଷ
୮୬           ଅନୁକୁଲ ରୟ  ଭାରତ   କୋଲକାତା ନାଇଟ୍ ରାଇଡର୍ସ  ୩୦ ଲକ୍ଷ    ୩୦ ଲକ୍ଷ
୮୭         ବଂଶ ବେଦୀ  ଭାରତ   ଚେନ୍ନାଇ ସୁପର କିଙ୍ଗସ୍  ୩୦ ଲକ୍ଷ   ୫୫ ଲକ୍ଷ
୮୮          ମୋଇନ୍ ଅଲି  ଇଂଲଣ୍ଡ  କୋଲକାତା ନାଇଟ୍ ରାଇଡର୍ସ  ୨ କୋଟି      ୨ କୋଟି
୮୯           ଉମରାନ୍ ମଲ୍ଲିକ ଭାରତ  କୋଲକାତା ନାଇଟ୍ ରାଇଡର୍ସ ୭୫ ଲକ୍ଷ  ୭୫ ଲକ୍ଷ
୯୦           ସଚିନ୍ ବେବି    ଭାରତ ସନ୍ ରାଇଜର୍ସ ହାଇଦ୍ରାବାଦ  ୩୦ ଲକ୍ଷ    ୩୦ ଲକ୍ଷ
୯୧         ଆନ୍ଦ୍ରେ ସିଦ୍ଧାର୍ଥ ଭାରତ  ଚେନ୍ନାଇ ସୁପର କିଙ୍ଗସ୍   ୩୦ ଲକ୍ଷ   ୩୦ ଲକ୍ଷ
୯୨          ରାଜବର୍ଦ୍ଧନ ହଙ୍ଗରଗେକର  ଭାରତ  ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ   ୩୦ ଲକ୍ଷ  ୩୦ ଲକ୍ଷ
୯୩          ଅର୍ଶିନ କୁଲକର୍ଣ୍ଣି ଭାରତ  ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ  ୩୦ ଲକ୍ଷ     ୩୦ ଲକ୍ଷ
୯୪        ମାଥ୍ୟୁ ବ୍ରେଟଜ୍‌କ ଦକ୍ଷିଣ ଆଫ୍ରିକା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ    ୭୫ ଲକ୍ଷ       ୭୫ ଲକ୍ଷ
୯୫        କ୍ୱେନା ମାଫାକା  ଦକ୍ଷିଣ ଆଫ୍ରିକା  ରାଜସ୍ଥାନ ରୟାଲ୍ସ    ୭୫ ଲକ୍ଷ   ୧.୫୦ କୋଟି
୯୬       ପ୍ରପୀଣ ଦୁବେ  ଭାରତ  ପଞ୍ଜାବ କିଙ୍ଗସ ୩୦ ଲକ୍ଷ      ୩୦ ଲକ୍ଷ
୯୭        ଅଜୟ ମଣ୍ଡଲ   ଭାରତ ଦିଲ୍ଲୀ କ୍ୟାପିଟାଲ୍ସ     ୩୦ ଲକ୍ଷ    ୩୦ ଲକ୍ଷ
୯୮        ମନୱନ୍ଥ କୁମାର  ଭାରତ  ଦିଲ୍ଲୀ କ୍ୟାପିଟାଲ୍ସ  ୩୦ ଲକ୍ଷ      ୩୦ ଲକ୍ଷ
୯୯         କରୀମ ଜନ୍ନତ  ଆଫଗାନିସ୍ତାନ  ଗୁଜରାଟ ଟାଇଟନ୍ସ  ୭୫ ଲକ୍ଷ   ୭୫ ଲକ୍ଷ
୧୦୦      ବେୱାନ୍ ଜାକବ   ନ୍ୟୁଜିଲାଣ୍ଡ   ମୁମ୍ବାଇ ଇଣ୍ଡିଆନ୍ସ     ୩୦ ଲକ୍ଷ   ୩୦ ଲକ୍ଷ
୧୦୧      ତ୍ରିପୁରାନା ବିଜୟ   ଭାରତ ଦିଲ୍ଲୀ କ୍ୟାପିଟାଲ୍ସ    ୩୦ ଲକ୍ଷ  ୩୦ ଲକ୍ଷ
୧୦୨      ମାଧବ ତିୱାରୀ   ଭାରତ   ଦିଲ୍ଲୀ କ୍ୟାପିଟାଲ୍ସ   ୩୦ ଲକ୍ଷ     ୪୦ ଲକ୍ଷ
୧୦୨      କୁନାଲ ରାଥୋଡ  ଭାରତ   ରାଜସ୍ଥାନ ରୟାଲ୍ସ        ୩୦ ଲକ୍ଷ    ୩୦ ଲକ୍ଷ
୧୦୩      ଅର୍ଜୁନ ତେନ୍ଦୁଲକର   ଭାରତ    ମୁମ୍ବାଇ ଇଣ୍ଡିଆନ୍ସ     ୩୦ ଲକ୍ଷ     ୩୦ ଲକ୍ଷ
୧୦୪       ଲିଜାଦ୍ ୱିଲିୟମ୍ସ   ଦକ୍ଷିଣ ଭାରତ  ମୁମ୍ବାଇ ଇଣ୍ଡିଆନ୍ସ     ୭୫ ଲକ୍ଷ    ୭୫ ଲକ୍ଷ
୧୦୫       କୁଲୱନ୍ତ ଖେଜରୋଲିଆ  ଭାରତ ଗୁଜରାଟ ଟାଇଟନ୍ସ        ୩୦ ଲକ୍ଷ   ୩୦ ଲକ୍ଷ
୧୦୬       ଲୁଙ୍ଗିସାନୀ ଏନଗିଡି  ଦକ୍ଷିଣ ଆଫ୍ରିକା  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ    ୧ କୋଟି    ୧ କୋଟି
୧୦୭        ଅଭିନନ୍ଦନ ସିଂହ   ଭାରତ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ    ୩୦ ଲକ୍ଷ   ୩୦ ଲକ୍ଷ
୧୦୮       ଅଶେକ ଶର୍ମା  ଭାରତ   ରାଜସ୍ଥାନ ରୟାଲ୍ସ     ୩୦ ଲକ୍ଷ    ୩୦ ଲକ୍ଷ
୧୦୯       ଭିଗନେଶ ପୁଥୁର ଭାରତ    ମୁମ୍ବାଇ ଇଣ୍ଡିଆନ୍ସ  ୩୦ ଲକ୍ଷ     ୩୦ ଲକ୍ଷ

୧୧୦      ମୋହିତ ରାଥୀ   ଭାରତ  ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ୩୦ ଲକ୍ଷ  ୩୦ ଲକ୍ଷ

ରବିବାର ଆଇପିଏଲ ମେଗା ନିଲାମୀର ପ୍ରଥମ ଦିନରେ ହାଇ ପ୍ରୋଫାଇଲ ନାଁ ସାମିଲ ଥିଲା । ଷ୍ଟାର ୱିକେଟ୍ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୨୭ କୋଟି ଟଙ୍କାରେ କିଣିଥିଲା । ନିଲାମୀର ପ୍ରଥମ ଦିନରେ ମୋଟ୍ ୫୭୭ ଖେଳାଳିଙ୍କ ମଧ୍ୟରୁ ୮୪ ଜଣ ଉପସ୍ଥିତ ଥିଲେ । ଏଥିମଧ୍ୟରୁ ୬୮ ଜଣ ବିକ୍ରି ହୋଇଥିବା ବେଳେ ୪ ଜଣଙ୍କୁ ରାଇଟ୍‌-ଟୁ-ମ୍ୟାଚ୍ କାର୍ଡ଼ ମାଧ୍ୟମରେ ରିଟେନ୍ କରାଯାଇଥିଲା । ଆଇପିଏଲ ନିଲାମୀ ୨୦୨୫ର ପ୍ରଥମ ଦିନରେ ବିକ୍ରି ହୋଇଥିବା ଖେଳାଳି ।

କ୍ରମାଂକ                ଖେଳାଳି               ଦେଶ     ଦଳ       ବେସ୍ ମୂଲ୍ୟ    ବିକ୍ରି ମୂଲ୍ୟ

୧   ଅର୍ଶଦୀପ ସଂହ   ଭାରତ    ପଞ୍ଜାବ କିଙ୍ଗ୍‌ସ     ୨ କୋଟି     ୧୮ କୋଟି(RTM)
୨    କଗିସୋ ରବାଡ଼ା    ଦକ୍ଷିଣ ଆଫ୍ରିକା    ଗୁଜରାଟ ଟାଇଟନ୍ସ   ୨ କୋଟି    ୧୦.୭୫ କୋଟି
୩    ଶ୍ରେୟାସ ଅୟର   ଭାରତ   ପଞ୍ଜାବ କିଙ୍ଗ୍‌ସ   ୨ କୋଟି    ୨୬.୭୫ କୋଟି
୪    ଜସ୍ ବଟଲର    ଇଂଲଣ୍ଡ     ଗୁଜରାଟ ଟାଇଟନ୍ସ       ୨ କୋଟି  ୧୫.୭୫ କୋଟି
୫    ମିଚେଲ ଷ୍ଟାର୍କ     ଅଷ୍ଟ୍ରେଲିଆ  ଦିଲ୍ଲୀ କ୍ୟାପିଟାଲ୍ସ     ୨ କୋଟି    ୧୧.୭୫ କୋଟି
୬     ଋଷଭ ପନ୍ତ    ଭାରତ     ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ   ୨ କୋଟି ୨୭ କୋଟି
୭    ମହମ୍ମଦ ଶାମି   ଭାରତ    ସନ୍ ରାଇଜର୍ସ ହାଇଦ୍ରାବାଦ  ୨ କୋଟି   ୧୦ କୋଟି
୮     ଡେଭିଡ୍ ମିଲର   ଦକ୍ଷିଣ ଆଫ୍ରିକା    ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ      ୧.୫ କୋଟି    ୭.୫ କୋଟି
୯     ୟୁଜଭେନ୍ଦ୍ର ଚହଲ   ଭାରତ   ପଞ୍ଜାବ କିଙ୍ଗ୍‌ସ   ୨ କୋଟି   ୧୮ କୋଟି
୧୦   ମହମ୍ମଦ ସିରାଜ  ଭାରତ  ଗୁଜରାଟ ଟାଇଟନ୍ସ  ୨କୋଟି   ୧୨.୨୫ କୋଟି
୧୧ ଲିଆମ୍ ଲିଭିଙ୍ଗ ଷ୍ଟୋନ୍‌  ଇଂଲଣ୍ଡ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ   ୨ କୋଟି  ୮.୭୫ କୋଟି
୧୨  କେ. ଏଲ ରାହୁଲ  ଭାରତ ଦିଲ୍ଲୀ କ୍ୟାପିଟାଲ୍ସ    ୨ କୋଟି    ୧୪ କୋଟି
୧୩   ହ୍ୟାରି ବ୍ରୁକ୍‌  ଇଂଲଣ୍ଡ   ଦିଲ୍ଲୀ କ୍ୟାପିଟାଲ୍ସ       ୨ କୋଟି     ୬.୨୫ କୋଟି
୧୪  ଐଡେନ୍ ମାର୍କ୍ରାମ୍‌ ଦକ୍ଷିଣ ଆଫ୍ରିକା  ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ     ୨ କୋଟି    ୨ କୋଟି
୧୫  ଡେଭୋନ୍ କନୱେ  ନ୍ୟୁଜିଲାଣ୍ଡ  ଚେନ୍ନାଇ ସୁପର କିଙ୍ଗ୍‌ସ    ୨ କୋଟି     ୬.୨୫ କୋଟି

୧୬  ରାହୁଲ ତ୍ରିପାଠି    ଭାରତ  ଚେନ୍ନାଇ ସୁପର କିଙ୍ଗସ   ୭୫ ଲକ୍ଷ      ୩.୪୦ କୋଟି
୧୭  ଜ୍ୟାକ୍ ଫ୍ରେସର ମ୍ୟାକ୍‌ଗର୍କ   ଅଷ୍ଟ୍ରେଲିଆ  ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି  ୯ କୋଟି(RTM)
୧୮   ହର୍ଷଲ ପଟେଲ ଭାରତ   ସନ୍ ରାଇଜର୍ସ ହାଇଦ୍ରାବାଦ   ୨ କୋଟି     ୮ କୋଟି
୧୯   ରଚିନ୍ ରବିନ୍ଦ୍ର  ନ୍ୟୁଜିଲାଣ୍ଡ  ଚେନ୍ନାଇ ସୁପର କିଙ୍ଗ୍‌ସ    ୧.୫ କୋଟି    ୪ କୋଟି(RTM)

୨୦  ଆର. ଅଶ୍ୱିନ ଭାରତ  ଚେନ୍ନାଇ ସୁପର କିଙ୍ଗ୍‌ସ ୨ କୋଟି   ୯.୭୫ କୋଟି

୨୧  ଭେଙ୍କଟେଶ ଅୟର   ଭାରତ କୋଲକାତା ନାଇଟ୍ ରାଇଡର୍ସ  ୨ କୋଟି ୨୩.୭୫ କୋଟି

୨୨  ମାର୍କସ ଷ୍ଟୋଇନିସ୍‌ ଅଷ୍ଟ୍ରେଲିଆ  ପଞ୍ଜାବ କିଙ୍ଗ୍‌ସ   ୨ କୋଟି  ୧୧ କୋଟି

୨୩    ମିଚେଲ ମାର୍ଶ  ଅଷ୍ଟ୍ରେଲିଆ  ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୨ କୋଟି   ୩.୪୦ କୋଟି
୨୪    ଗ୍ଲେନ୍ ମ୍ୟାକ୍ସୱେଲ  ଅଷ୍ଟ୍ରେଲିଆ   ପଞ୍ଜାବ କିଙ୍ଗ୍‌ସ    ୨ କୋଟି      ୪.୨୦ କୋଟି

୨୫   କ୍ୱିଣ୍ଟନ୍ ଡେ କକ୍‌  ଦକ୍ଷିଣ ଆଫ୍ରିକା  କୋଲକାତା ନାଇଟ୍ ରାଇଡର୍ସ  ୨ କୋଟି    ୪.୨୦ କୋଟି
୨୬   ଫିଲ୍ ସଲ୍ଟ  ଇଂଲଣ୍ଡ   ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ୨ କୋଟି ୧୧.୫୦ କୋଟି
୨୭  ରହମନଉଲ୍ଲାହ ଗୁରବାଜ୍‌  ଆଫଗାନିସ୍ତାନ କୋଲକାତା ନାଇଟ୍ ରାଇଡର୍ସ   ୨ କୋଟି  ୨ କୋଟି
୨୮  ଇଶାନ୍ କିଶନ  ଭାରତ   ସନ୍ ରାଇଜର୍ସ ହାଇଦ୍ରାବାଦ   ୨ କୋଟି   ୧୧.୨୫ କୋଟି
୨୯ ଜିତେଶ ଶର୍ମା ଭାରତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧ କୋଟି ୧୧ କୋଟି
୩୦ ଜୋଶ ହେଜେଲଉଡ୍‌ ଅଷ୍ଟ୍ରେଲିଆ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨ କୋଟି ୧୨.୫୦ କୋଟି
୩୧ ପ୍ରସିଦ୍ଧ କୃଷ୍ଣ ଭାରତ ଗୁଜରାଟ୍ ଟାଇଟନ୍ସ ୨ କୋଟି ୯.୫ କୋଟି
୩୨ ଆବେଶ ଖାନ୍‌ ଭାରତ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୨ କୋଟି ୯.୭୫ କୋଟି
୩୩ ଆନରିଚ୍ ନର୍ଟଜେ ଦକ୍ଷିଣ ଆଫ୍ରିକା କୋଲକାତା ନାଇଟ୍ ରାଇଡର୍ସ ୨ କୋଟି ୬.୫୦ କୋଟି
୩୪ ଜୋଫରା ଆର୍ଚର ଇଂଲଣ୍ଡ ରାଜସ୍ଥାନ ରୟାଲ୍ସ ୨ କୋଟି ୧୨.୫୦ କୋଟି
୩୫ ଖଲୀଲ ଅହମଦ ଭାରତ ଚେନ୍ନାଇ ସୁପର କିଙ୍ଗ୍‌ସ
୨ କୋଟି ୪.୮୦ କୋଟି
୩୬ ଟି. ନଟରାଜନ୍‌ ଭାରତ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ୧୦.୭୫ କୋଟି
୩୭ ଟ୍ରେଣ୍ଟ ବୌଲ୍ଟ ନ୍ୟୁଜିଲାଣ୍ଡ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ୧୨.୫୦ କୋଟି
୩୮ ମହୀଶ ଥିକଶାନ୍‌ ଶ୍ରୀଲଙ୍କା ରାଜସ୍ଥାନ ରୟାଲ୍ସ ୨ କୋଟି ୪.୪୦ କୋଟି
୩୯ ରାହୁଲ ଚହର ଭାରତ ସନ୍ ରାଇଜର୍ସ ହାଇଦ୍ରାବାଦ ୧ କୋଟି ୩.୨୦ କୋଟି
୪୦ ଆଦମ୍ ଜମ୍ପା ଅଷ୍ଟ୍ରେଲିଆ ସନ୍ ରାଇଜର୍ସ ହାଇଦ୍ରାବାଦ ୨ କୋଟି ୨.୪୦ କୋଟି
୪୧ ୱାନିନ୍ଦୁ ହସରଙ୍ଗା ଶ୍ରୀଲଙ୍କା ରାଜସ୍ଥାନ ରୟାଲ୍ସ ୨ କୋଟି ୫.୨୫ କୋଟି
୪୨ ନୁର ଅହମଦ ଆଫଗାନିସ୍ତାନ ଚେନ୍ନାଇ ସୁପର କିଙ୍ଗ୍‌ସ
୨ କୋଟି ୧୦ କୋଟି
୪୩ ଅଥର୍ବ ତାୟଦେ ଭାରତ ସନ୍ ରାଇଜର୍ସ ହାଇଦ୍ରାବାଦ ୩୦ ଲକ୍ଷ ୩୦ ଲକ୍ଷ
୪୪ ନେହାଲ ୱଧେରା ଭାରତ ପଞ୍ଜାବ କିଙ୍ଗ୍‌ସ
୩୦ ଲକ୍ଷ ୪.୨୦ କୋଟି
୪୫ ଅଙ୍ଗକ୍ରିଶ୍ ରଘୁବଂଶୀ ଭାରତ କୋଲକାତା ନାଇଟ୍ ରାଇଡର୍ସ ୩୦ ଲକ୍ଷ ୩ କୋଟି
୪୬ କରୁଣ ନାୟର ଭାରତ ଦିଲ୍ଲୀ କ୍ୟାପିଟାଲ୍ସ ୩୦ ଲକ୍ଷ ୫୦ ଲକ୍ଷ
୪୭ ଅଭିନବ ମନୋହର ଭାରତ ସନ୍ ରାଇଜର୍ସ ହାଇଦ୍ରାବାଦ ୩୦ ଲକ୍ଷ ୩.୨୦ ଲକ୍ଷ
୪୮ ନିଶାନ୍ତ ସିନ୍ଧୁ ଭାରତ ଗୁଜରାଟ ଟାଇଟନ୍ସ ୩୦ ଲକ୍ଷ ୩୦ ଲକ୍ଷ
୪୯ ସମୀର ରିଜୱି ଭାରତ ଦିଲ୍ଲୀ କ୍ୟାପିଟାଲ୍ସ ୩୦ ଲକ୍ଷ ୯୫ ଲକ୍ଷ
୫୦ ନମନ ଧୀର ଭାରତ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ ୫.୨୫ କୋଟି(RTM)
୫୧ ଅବଦୁଲ ସମଦ ଭାରତ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୩୦ ଲକ୍ଷ ୪.୨୦ କୋଟି
୫୨ ହରପ୍ରୀତ ବ୍ରାର ଭାରତ ପଞ୍ଜାବ କିଙ୍ଗ୍‌ସ
୩୦ ଲକ୍ଷ ୧.୫୦ କୋଟି
୫୩ ବିଜୟ ଶଙ୍କର ଭାରତ ଚେନ୍ନାଇ ସୁପର କିଙ୍ଗ୍‌ସ
୩୦ ଲକ୍ଷ ୧.୨୦ କୋଟି
୫୪ ମହିପାଲ ଲୋମରୋର୍‌ ଭାରତ ଗୁଜରାଟ ଟାଇଟନ୍ସ ୩୦ ଲକ୍ଷ ୧.୭୦ କୋଟି
୫୫ ଆଶୁତୋଷ ଶର୍ମା ଭାରତ ଦିଲ୍ଲୀ କ୍ୟାପିଟାଲ୍ସ ୩୦ ଲକ୍ଷ ୩.୮୦ କୋଟି
୫୬ କୁମାର କୁଶାଗ୍ରା ଭାରତ ଗୁଜରାଟ ଟାଇଟନ୍ସ ୩୦ ଲକ୍ଷ ୬୫ ଲକ୍ଷ
୫୭ ରବିନ୍ ମିଞ୍ଜ୍‌ ଭାରତ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଲକ୍ଷ ୬୫ ଲକ୍ଷ
୫୮ ଅନୁଜ ରାୱତ ଭାରତ ଗୁଜରାଟ ଟାଇଟନ୍ସ ୩୦ ଲକ୍ଷ ୩୦ ଲକ୍ଷ
୫୯ ଅର୍ଯ୍ୟନ ଜୁୟାଲ ଭାରତ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୩୦ ଲକ୍ଷ ୩୦ ଲକ୍ଷ
୬୦ ବିଷ୍ଣୁ ବିନୋଦ ଭାରତ ପଞ୍ଜାବ କିଙ୍ଗ୍‌ସ
୩୦ ଲକ୍ଷ ୯୫ ଲକ୍ଷ
୬୧ ରସିକ୍ ଦାର୍‌ ଭାରତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୦ ଲକ୍ଷ ୬ କୋଟି
୬୨ ଆକାଶ ମାଧୱାଲ ଭାରତ ରାଜସ୍ଥାନ ରାୟାଲ୍ସ ୩୦ ଲକ୍ଷ ୧.୨୦ କୋଟି
୬୩ ମୋହିତ ଶର୍ମା ଭାରତ ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷ ୨.୨୦ କୋଟି
୬୪ ବିଶକ ବିଜୟ କୁମାର ଭାରତ ପଞ୍ଜାବ କିଙ୍ଗ୍‌ସ
୩୦ ଲକ୍ଷ ୧.୮୦ କୋଟି
୬୫ ବୈଭବ ଅରୋଡ଼ା ଭାରତ କୋଲକାତା ନାଇଟ୍ ରାଇଡର୍ସ ୩୦ ଲକ୍ଷ ୧.୮୦ କୋଟି
୬୬ ୟଶ ଠାକୁର ଭାରତ ପଞ୍ଜାବ କିଙ୍ଗ୍‌ସ
୩୦ ଲକ୍ଷ ୧.୬୦ କୋଟି
୬୭ ସିମରଜିତ ସିଂହ ଭାରତ ସନ୍ ରାଇଜର୍ସ ହାଇଦ୍ରାବାଦ ୩୦ ଲକ୍ଷ ୧.୫୦ କୋଟି
୬୮ ସୁୟାଶ ଶର୍ମା ଭାରତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୦ ଲକ୍ଷ ୨.୬୦ କୋଟି
୬୯ କର୍ଣ୍ଣ ଶର୍ମା ଭାରତ ମୁମ୍ବାଇ ଇଣ୍ଡିଆନ୍ସ ୫୦ ଲକ୍ଷ ୫୦ ଲକ୍ଷ
୭୦ ମୟଙ୍କ ମାର୍କଣ୍ଡେ ଭାରତ କୋଲକାତା ନାଇଟ୍ ରାଇଡର୍ସ ୩୦ ଲକ୍ଷ ୩୦ ଲକ୍ଷ
୭୧ କୁମାର କାର୍ତ୍ତିକେୟ ସିଂହ ଭାରତ ରାଜସ୍ଥାନ ରୟାଲ୍ସ ୩୦ ଲକ୍ଷ ୩୦ ଲକ୍ଷ
୭୨ ମାନବ ସୁଥାର ଭାରତ ଗୁଜରାଟ ଟାଇଟନ୍ସ ୩୦ ଲକ୍ଷ ୩୦ ଲକ୍ଷ

କେଉଁ ଖେଳାଳି ବିକ୍ରି ତାଲିକାରୁ ବାଦ୍ ପଡ଼ିଲେ

ଡେଭିଡ ୱାର୍ନର, ଜନି ବେରଷ୍ଟୋ, କେନ୍ ୱିଲିୟମସନ୍‌, ଡାରିଲ ମିଚେଲ, ଶାର୍ଦୁଲ ଠାକୁର, ମୁଜିବ ଉର୍ ରହମାନ, ଅଦିଲ ରଶିଦ୍‌, ଫିନ୍ ଏଲେନ୍‌, ବେନ୍ ଡକେଟ୍‌, ରିଲେ ରୋସଭ, ଜେମ୍ସ ଭିନ୍ସ, ଟମ ବେନଟନ୍‌, ମୁସ୍ତାଫିଜୁର ରହମାନ, ନବୀନ ଉଲ୍ ହକ୍‌, ଉମେଶ ଯାଦବ, ତବରୈଜ୍ ଶାମସି, ଏଭିନ୍ ଲେୱିସ୍‌, ଷ୍ଟିଭ୍ ସ୍ମିଥ୍‌, ଗସ୍‌, ଅଟକିନସନ୍‌, ଟମ୍ କୁରାନ୍‌, ମାଟ୍ ହେନରୀ, ଅଲଜାରୀ ଜୋସେଫ୍‌, ରାସି ଭାନ୍ ଡେର୍ ଡୁସେନ୍‌, ସ୍ନି ଆବଟ୍‌, ଆଡାମ ମିଲନେ, ଜେସନ୍ ହୋଲ୍ଡର, କ୍ରିସ୍ ଜୋର୍ଡାନ, ତାୟମାଲ ମିଲ୍ସ, ଅକିଲ ହୋସେନ୍‌, ସାମ୍ ବିଲିଙ୍ଗସ, ମାର୍କ ଚାପମ୍ୟାନ୍‌, ମହମ୍ମଦ ନବି, ଟମ୍ ଲାଥମ୍‌, କାଏଲ ମେୟର୍ସ, ଜାସନ ବେହେରେଣ୍ଡର୍ଫ, ଜେଇ ରିଚାର୍ଡସନ, ମାଇକେଲ ବ୍ରେସୱେଲ, ୱିଲିୟମ ଓ ରୁରକେ, ଜିମ୍ମି ନିଶାମ୍‌, ଡାନିଏଲ ସାମ୍ସ, ରିଲେ ମେରେଡିଥ୍‌, ଡାନିଏଲ, ୱରାଲ, ମାଥ୍ୟୁ ପଟ୍ସ, ଟିମ୍ ସାଉଥୀ, ଜନ୍ ଟର୍ଣ୍ଣର, କାଇଲ ଜାମିସନ୍‌, ଶାଏ ହୋପ୍‌, ଜୋର୍ଡ଼ାନ କକ୍ସ, ଟିମ୍ ଶେଇଫର୍ଟ, ନାନ୍ଦ୍ରେ ବର୍ଗର, ସିକନ୍ଦର ରଜା, ୱିଲ ୟଙ୍ଗ୍‌, ଓବେଡ୍ ମ୍ୟାକକଏ, ଲାନ୍ସ ମୋରିସ୍‌, ଆଷ୍ଟନ ଅଗର, ଜେମ୍ସ ଆଣ୍ଡର୍ସନ, ଡୋମିନିକ୍ ଡ୍ରେକ୍ସ, ମାଥ୍ୟୁ ଫର୍ଡ, କୀମୋ ପଲ, ମୟଙ୍କ ଅଗ୍ରୱାଲ, ଆଲେକ୍ସ କାରେ, ଆଷ୍ଟନ୍ ଟର୍ଣ୍ଣର, କୃଷ୍ଣପ୍ପା ଗୋଥାମ୍‌, ଗୁଲବଡିନ୍ ନାଏବ୍‌, ତସ୍କିନ୍ ଅହମଦ, କ୍ରିସ୍ ଗ୍ରୀନ୍‌, ଶାକିବ୍ ଅଲ୍ ହସନ୍‌, ନାଙ୍ଗେୟାଲିଆ ଖାରୋଟେ, ହସନ ମହମୁଦ, ନାହିଦ ରାଣା, ଅଲିକ୍ ଅଥାନାଜ୍‌, ହିଲଟନ୍ କାଟରାଇଟ୍‌, ଡାରିନ୍ ଡୁପାଭିଲନ୍‌, ପାଟ୍ରିକ୍ କ୍ରୁଗେର, ଲାହିରୁ କୁମାରା, ମାଇକେଲ ନେସର, ରିଚାର୍ଡ଼ ଗାରାୱା, ଓଡିନ୍ ସ୍ମିଥ, ଆଣ୍ଡ୍ରୁ ଟାଏ, ପୀୟୁଷ ଚାୱଲା, ଟମ୍ କୋହଲର-କାଡମୋର୍‌, ଲିଉସ୍ ଡୁ ପ୍ଲୋଏ, ମାଇକେଲ ପେପର, ବେନ୍ ହୋୱେଲ, କାର୍ତ୍ତିକ ତ୍ୟାଗି, ଶଉନ୍ ରୋଗର, ସିଦ୍ଧାର୍ଥ କୌଲ, ଅଜୟ ଅହ୍ଲାୱତ, ଜଲଜ ସକ୍ସେନା, ୟଶ ଧୁଲ, ଅନମୋଲପ୍ରୀତ ସିଂହ, ଉତ୍କର୍ଷ ସିଂହ, ଉପେନ୍ଦ୍ର ସିଂହ ଯାଦବ, ରିକି ଭୁଇ, ଆର୍ଯ୍ୟ ଦେସାଇ, ମାଧବ କୌଶିକ୍‌, ପୁଖରାଜ୍ ମନ୍‌, ମୟଙ୍କ ଦାଗର, ସୁୟଶ ପ୍ରଭୁଦେସାଇ, ସନଭିର ସିଂହ, ଆଭନିଶ ଅରାଭେଲି, ସୌରଭ ଚୌହାନ, ହାର୍ଭିକ ଦେସାଇ, ବି. ଆର ସରଥ, ସାକିବ୍ ହୁସୈନ୍‌, ବିଦ୍ୱଥ କାଭେରପ୍ପା, ରାଜନ କୁମାର, ସୁଶାନ୍ତ ମିଶ୍ର, ପ୍ରିନ୍ସ ଚୌଧୁରୀ, ହିମାଂଶୁ ଶର୍ମା, ପ୍ରଶାନ୍ତ ସୋଲାଙ୍କି, ଜଥାବେଧ ସୁବ୍ରମଣ୍ୟନ୍‌, ପ୍ରିୟମ ଗାର୍ଗ, ସ୍ମରଣ ରବିଚନ୍ଦ୍ରଣ, ଶାଶ୍ୱତ ରାୱତ, ଅଭନୀଷ ସୁଧା, ଅପୂର୍ବ ୱାଙ୍ଖଡେ, ରିଷି ଧୱନ୍‌, ତନୁଷ କୋଟିୟାନ୍‌, ଶାମ୍ସ ମୁଲାନି, ଶିବମ ସିଂ, ଲଲିତ ଯାଦବ, ମହମ୍ମଦ ଅଜହରୁଦ୍ଦୀନ, ଏଲ. ଆର୍ ଚେତନ, ଆର୍ଯ୍ୟମନ ସିଂହ ଧଲିୱଲ, ଉର୍ଭିଲ ପଟେଲ, ସଂସ୍କାର ରାୱତ, ବିପିନ୍ ସୌରଭ, ତନୟ, ଥାୟଗରାଜନ୍‌, ମୋନୀ ଗ୍ରୀୱାଲ, ଇଶାନ୍ ପୋରେଲ, ଅଭିଲାଶ ସେଟ୍ଟି, ବେସିଲ ଥାମ୍ପି, ମୁରୁଗନ ଅଶ୍ୱନ୍‌, ଶ୍ରେୟାସ ଚୱାନ, ଚିନ୍ତଲ ଗାନ୍ଧୀ, ରାଘବ ଗୋୟଲ, ଜଗଦୀଶ ସୁଚିଥ୍‌, ରୋଶନ ୱାଘସାରେ, ବେଲାପୁଡି ୟଶବନ୍ତ, ସଚିନ୍ ଧାସ୍‌, ଅଶ୍ୱନ୍ ହେବାର, ରୋହନ କୁନ୍ନୁମଲ, ଆୟୁଷ ପାଣ୍ଡେ, ଆକ୍ଷତ ରଘୁବଂଶୀ, ବିରାଟ ସିଂହ, ପ୍ରେରକ ମାନକଡ, ଶିବା ସିଂହ, ସୟଦ ଇରଫାନ୍ ଆଫତାବ, ଅନିରୁଦ୍ଧ ଚୌଧୁରୀ, ଅନଶୁମାନ ହୁଡା, ପ୍ରଶାନ୍ତ ସାଏ ପାଏଙ୍କରା, ୟେଦାଲ୍ଲା ରେଡ୍ଡି, ଜୋଶୁଆ ବ୍ରାଉନ୍‌, ଓଲିଭର ଡେଭିସ୍‌, ଅଥର୍ଭ କେଲ୍‌, ଅଭିଷେକ ନାୟର, ବିଶ୍ୱନାଥ ପ୍ରତାପ ସିଂହ, ନାସିର ଲୋନ୍‌, ବ୍ରାଣ୍ଡନ ମ୍ୟାକ୍ ମୁଲେନ୍‌, ଏସ୍ ମିଧୁନ୍‌, ଅବିଦ୍ ମୁଶତକ୍‌, ମହେଶ ପିଥିଆ ଆଦି ଅନ୍ୟାନ୍ୟ ଖେଳାଳି ବିକ୍ରି ହୋଇପାରିନଥିଲେ । ।