fbpx

ବିଜେପିକୁ ଲାଗିପାରେ ବଡ଼ ଝଟକା, ହାତରୁ ଖସିପାରେ ଝାଡ଼ଖଣ୍ଡ!

ଝାଡ଼ଖଣ୍ଡ, ୨୦ା୧୨: ଝାଡ଼ଖଣ୍ଡରେ ବିଜେପିକୁ ବଡ଼ ଝଟକା ଲାଗିପାରେ । ଜେଏମଏମ ଓ କଂଗ୍ରେସ ମେଣ୍ଟକୁ ସଂଖାଗରିଷ୍ଠତା ମିଳିବା ନେଇ ଆକଳନ କରାଯାଇଛି । ଜାତୀୟ ଗଣମାଧ୍ୟମରେ ଏଗଜିଟ ପୋଲରେ ଏହିପରି ଆକଳନ କରାଯାଇଛି । ଏଗଜିଟ ପୋଲ ମାଧ୍ୟମରେ କଂଗ୍ରେସ, ଜେଏମଏମ ଏବଂ ଆରଜେଡ଼ିକୁ ସମୁଦାୟ ୮୧ଟି ଆସନ ମଧ୍ୟରୁ ୩୫ଟି ଆସନ ହାତେଇବାର ଆକଳନ କରାଯାଉଥିବା ବେଳେ ବିଜେପି ୩୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହୋଇଛି । ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଥିଲା । ଆସନ୍ତା ୨୩ତାରିଖ ଦିନ ଭୋଟ ଗଣନା କରାଯିବ ।

Get real time updates directly on you device, subscribe now.