fbpx

ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କାହାକୁ ଦାୟିତ୍ୱ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ଆଜି ବିଜେପିର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଥିବା ସୂଚନା ମିଳିଛି । ଅନୁଗୁଳ ପାଇଁ ଦିଲେଶ୍ୱର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଢ଼େଙ୍କାନାଳ ପାଇଁ ନରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । କଟକ ନଗର ପାଇଁ ଲଲାତେନ୍ଦୁ ବଡ଼ୁ ,କଟକ ସହର ପାଇଁ ପ୍ରକାଶ ବେହେରା, ଜଗତସିଂହପୁର ପାଇଁ ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡ଼ା ପାଇଁ କିଶୋର ପଣ୍ଡା, ଯାଜପୁର ପାଇଁ ଗୌତମ ରାୟ, ଭଦ୍ରକରେ ହେମନ୍ତ ପାଢ଼ୀ, ବାଲେଶ୍ୱରରେ ଉମାକାନ୍ତ ମହାପାତ୍ର, ବାରିପଦାରେ କାନ୍ଦରା ସୋରେନ, ରାଇରଙ୍ଗପୁରରେ ନବତରଣ ମାଝୀ ଓ କେନ୍ଦୁଝର ପାଇଁ ଅଂଶୁମାନ ସବୁଜ ମହନ୍ତ ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି ।

ଝାରସୁଗୁଡ଼ା-ମଙ୍ଗଳ ସାହୁ
ଦେବଗଡ଼- ମୀନକେତନ ପ୍ରଧାନ
ସମ୍ବଲପୁର-ଗୀରିଶ ପଟେଲ
ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ
ବୌଦ୍ଧ- ବିପ୍ରଚରଣ ମହାନ୍ତି
ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର
ବଲାଙ୍ଗୀର- ଶିବାଜୀ ମହାନ୍ତି
ନୂଆପଡ଼ା- ସୁବ୍ରତ ଠାକୁର
କନ୍ଧମାଳ- ଜଗନ୍ନାଥ ସାହୁ
ନବରଙ୍ଗପୁର- ଜଗଦୀଶ ବିଷୋଇ
କୋରାପୁଟ- ସୁମନ୍ତ ପ୍ରଧାନ
ରାୟଗଡ଼ା-ଶିବ ପଟ୍ଟନାୟକ
ଗଞ୍ଜାମ- ବିଭୂତି ଜେନା
ଗୁମୁସର-ଗୋକୁଳାନନ୍ଦ ମଲ୍ଲିକ
ନୟାଗଡ଼- ଲାଲାମନୋଜ ରାୟ
ଖୋର୍ଦ୍ଧା-ରଶ୍ମୀରଞ୍ଜନ ମହାପାତ୍ର
ପୁରୀ-ଆଶ୍ରିତ ପଟ୍ଟନାୟକ
ସୁନ୍ଦରଗଡ଼-ଭବାନୀ ଭୋଇ

Get real time updates directly on you device, subscribe now.