fbpx

ଝିଲି ଦଳ ବେହେରାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୦ା୧୨(ଓଡ଼ିଶା ଭାସ୍କର): ଭାରୋତ୍ତୋଳନକାରୀ ଝିଲି ଦଳ ବେହେରାଙ୍କୁ ଏକଲବ୍ୟ ପୁରସ୍କାର ମିଳିବ । ଝିଲିଙ୍କୁ ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଫୁଟବଲ ଖେଳାଳି ଜବାମଣି ଟୁଡ଼ୁ ଓ ହକି ଖେଳାଳି ନମିତା ଟପ୍ପୋଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଉଭୟ ଖେଳାଳିଙ୍କୁ ୫୦ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ।

Get real time updates directly on you device, subscribe now.