ଭୁବନେଶ୍ବର: IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
DTET ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଓଡ଼ିଶା ସିନେ ଉନ୍ନୟନ ନଗମର MD ଭାବେ ଅତିରିକ୍ତ ଦାୟିତ୍ବ ଏବଂ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କେ ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ସାଧାରଣ ବଣ୍ଟନ ନିଗମ MD ।