• Likes
  • Followers
  • Subscribers
  • Followers
  • Android App
  • Friday, August 8, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • PF ଆକାଉଣ୍ଟରୁ ୬୦ ବର୍ଷ ପରେ କେତେ ମିଳିବ ଦରମା, ବୁଝନ୍ତୁ ହିସାବ

PF ଆକାଉଣ୍ଟରୁ ୬୦ ବର୍ଷ ପରେ କେତେ ମିଳିବ ଦରମା, ବୁଝନ୍ତୁ ହିସାବ

ଇପିଏଫ ମୁତାବକ ଯଦି ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ପିଏଫ ଖାତାରେ ନିବେଶ କରୁଛନ୍ତି ତେବେ ଆପଣ ପେନସନ ପାଇବାକୁ ଯୋଗ୍ୟ।

By Chinmayee Beura Last updated Mar 26, 2025 at 2:57 PM
Share

ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର ପିଏଫ ଆକାଉଣ୍ଟ ଅଛି ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଅବଶ୍ୟ ଆସୁଥିବ ଯେ, ଅବସର ପରେ ଆପଣଙ୍କୁ କେତେ ମିଳିବ ପେନସନ। ଅବସରର ବୟସ ୬୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।

କିପରି ଡିପୋଜିଟ ହୁଏ ଖାତାକୁ ଟଙ୍କା: ଯଦି ଆପଣ ପ୍ରାଇଭେଟ ସେକ୍ଟରରେ ଚାକିରି କରୁଛନ୍ତି ଯେ, ତେବେ ଆପଣଙ୍କର ଦରମାର ୧୨ ପ୍ରତିଶତ ଭାଗ ଆପଣଙ୍କ ପ୍ଖଶଫ ଖାତାକୁ ଯାଏ।

ଆପଣଙ୍କ କମ୍ପାନୀ ମଧ୍ୟ ଏଥିରେ ଯୋଗଦାନ ଦେଇଥାଏ। ହେଲେ ଏଥିରେ ସେନ ୮.୩୩ ପ୍ରତିଶତ ଭାଗ ପେନସନ ଫଣ୍ଡରେ ବାକି ୩.୬୭ ପ୍ରତିଶତ ପିଏଫରେ ଜମା ହୋଇଥାଏ।

ଆହୁରି ପଢନ୍ତୁ

ପ୍ରେମିକା ବାହୁରେ ଶୋଇଥିଲେ ନେତା, ଦେଖିଦେଲେ…

ଆଶାରାମ ବାପୁଙ୍କ ଅବସ୍ଥା ଗୁରୁତର, ଜାମିନ…

ପେନସନ ହିସାବର ଫର୍ମୁଲା: ଇପିଏଫଓ ନିୟମ ଅନୁଯାୟୀ, ପେନସନ ଯୋଗ୍ୟ ଦରମାର ସର୍ବାଧିକ ସୀମା ୧୫,୦୦୦ ଟଙ୍କା। ଏହାର ଅର୍ଥ ଯଦି ଆପଣ ମାସିକ ୧୫,୦୦୦ × ୮.୩୩/୧୦୦= ୧,୨୫୦ ଟଙ୍କା ଆପଣଙ୍କ ପେନସନ ଫଣ୍ଡରେ ଜମା ହୋଇପାରେ। ଯେତେବେଳେ ପେନସନ ଗଣନା ହୁଏ, ସେତେବେଳେ ଏହି ଫର୍ମୁଲା ବାହାର କରାଯାଇଥାଏ।

୬୦ ବର୍ଷରେ କେତେ ମିଳିବ ଦରମା: ଯଦି ଆପଣ ୨୩ ବର୍ଷ ବୟସରେ ଚାକିରି ଆରମ୍ଭ କରୁଛନ୍ତି ଏବଂ ୫୮ ବର୍ଷରେ ଅବସର ନେଉଛନ୍ତି ତେବେ ଆପଣ ସମୁଦାୟ ୩୫ ବର୍ଷ କାମ କରିଛନ୍ତି।

ଏଭଳି ସ୍ଥିତିରେ ପେନସନ ଯୋଗ୍ୟ ଦରମା= ୧୫,୦୦୦ ଟଙ୍କା, ସେବା ଅବଧି= ୩୫ ବର୍ଷ, ତେବେ ଆପଣଙ୍କର ପେନସନ ୧୫,୦୦୦× ୩୫/୭୦ = ୭,୫୦୦ ଟଙ୍କା ମାସିକ ହେବ।

ଯଦି ଆପଣ ୬୦ ବର୍ଷର ପେନସନ କ୍ଲେମ କରୁଛନ୍ତି, ତେବେ ଏତିରେ ୮ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ବୃଦ୍ଧି ହେବ। ହେଲେ ପିଏଫ ପେନସନର ହିସାବ ଆପଣଙ୍କର ଶେଷ ୬୦ ମାସର ହାରାହରି ଦରମା ଉପରେ ପର୍ଯ୍ୟବସିତ ହୋଇଥାଏ।

Share

Prev Post

ଛୁଆକୁ କୁତୁକୁତୁ କରି ହସାଉଥିଲେ ହୋଇଯାଆନ୍ତୁ ସାବଧାନ! ସ୍ବାସ୍ଥ୍ୟ ଉପରେ ପଡିପାରେ ଏହି କୁପ୍ରଭାବ

Next Post

Breaking: ଓଡ଼ିଶା ଇତିହାସରେ ପ୍ରଥମ, ରଣଭୂମି ପାଲଟିଲା ବିଧାନସଭା ସମ୍ମୁଖ

You might also like More from author
Top Stories

ପ୍ରେମିକା ବାହୁରେ ଶୋଇଥିଲେ ନେତା, ଦେଖିଦେଲେ ସ୍ତ୍ରୀ, ଆଉ ତାପରେ…

ଖବର

ଆଶାରାମ ବାପୁଙ୍କ ଅବସ୍ଥା ଗୁରୁତର, ଜାମିନ ବୃଦ୍ଧି କଲେ ଗୁଜୁରାଟ ହାଇକୋର୍ଟ

Breaking News

ସ୍ବାମୀ ସହ ସାଲୱାର-ସୁଟ୍ ପିନ୍ଧି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ସ୍ତ୍ରୀ; ଡ୍ରେସ୍ ଦେଖି ମିଳିଲାନି…

Featured

ଖାଲି ପେଟରେ ତେନ୍ତୁଳି ପତ୍ର ଖାଇବାର ୭ଟି ଜବରଦସ୍ତ ଫାଇଦା, ପତଳା ହେବା ସହ ଦୂର ହେବ ପେଟ ସମସ୍ୟା

ଅପରାଧ

କାର ଭିତରକୁ ନେଲେ ଟାଣି, ଚିରି ଦେଲେ କପଡ଼ା… ମହିଳାଙ୍କୁ ଅପହରଣ ପରେ ଗ୍ୟାଙ୍ଗ ରେପ୍ ଉଦ୍ୟମ୍‌

Top Stories

ତୁମେ କରିଲେ ରାସଲୀଳା ଆମେ କଲେ କ୍ୟାରେକ୍ଟର ଢିଲା, କାହିଁକି ଅନିରୁଦ୍ଧାଚାର୍ଯ୍ୟ ଏପରି କହିଲେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ପ୍ରେମିକା ବାହୁରେ ଶୋଇଥିଲେ ନେତା, ଦେଖିଦେଲେ…

ଆଶାରାମ ବାପୁଙ୍କ ଅବସ୍ଥା ଗୁରୁତର, ଜାମିନ…

ରାଜଧାନୀରେ ଜଘନ୍ୟ ହତ୍ୟା! ଯୁବକଙ୍କୁ ମାରି…

ସ୍ବାମୀ ସହ ସାଲୱାର-ସୁଟ୍ ପିନ୍ଧି…

ଖାଲି ପେଟରେ ତେନ୍ତୁଳି ପତ୍ର ଖାଇବାର ୭ଟି…

କାର ଭିତରକୁ ନେଲେ ଟାଣି, ଚିରି ଦେଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ପ୍ରେମିକା ବାହୁରେ ଶୋଇଥିଲେ ନେତା, ଦେଖିଦେଲେ…

ଆଶାରାମ ବାପୁଙ୍କ ଅବସ୍ଥା ଗୁରୁତର, ଜାମିନ…

ସ୍ବାମୀ ସହ ସାଲୱାର-ସୁଟ୍ ପିନ୍ଧି…

ଖାଲି ପେଟରେ ତେନ୍ତୁଳି ପତ୍ର ଖାଇବାର ୭ଟି…

Prev Next 1 of 28,181
© 2025 - TK Digital All Rights Reserved.