ନୂଆଦିଲ୍ଲୀ: ଯୁଦ୍ଧ ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଜାରି କଲେ ଚିଠି ।
ଚେକ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସବୁ ରାଜ୍ୟକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛି ଏନଡିଏମଏ ।
ସୀମାରେ ଯୁଦ୍ଧ ସ୍ଥିତିକୁ ଲକ୍ଷ୍ୟ କରି ସବୁ ରାଜ୍ୟର ସରକାର ଉଚ୍ଚପଦସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି । ରାଜ୍ୟରେ ମେଡିକାଲ ଏମର୍ଜେନ୍ସି ଭଳ ସୁବିଧା ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦୋ ଜାରି କରିଛନ୍ତି ।
ପାକିସ୍ତାନର ଘନ ଘନ ବୈଠକ ଜାରିଥିବାବେଳେ ଭାରତ ପକ୍ଷରୁ ମଧ୍ୟ କଡ଼ା ରଣନୀତି ପ୍ରସ୍ତୁତ କରାଯାଉଛି ।