ଭୁବନେଶ୍ୱର: ଟ୍ୱିନସିଟିରେ କାଳବୈଶାଖୀ ବର୍ଷା । ୨ ଘଣ୍ଟା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।
କିଛି କିଛି ସ୍ଥାନରେସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଘଡଘଡି ସାଙ୍ଗକୁ ବର୍ଷା ହୋଇସାରିଛି ।
ବର୍ଷା ଯୋଗୁ ଦିନର ତାପମାତ୍ରା କମିଛି ।
ଅନ୍ୟପଟେ କେରଳ ମୁହାଁ ହେଲାଣି ମୌସୁମୀ । ମୌସୁମୀ କେରଳ ନିକଟବର୍ତ୍ତୀ ହେବା ଯୋଗୁ ଆଖପାଖ ଅଞ୍ଚଳରେ ବର୍ଷା ହୋଇଛି ।
ଚଳିତବର୍ଷ ସମୟ ପୂର୍ବରୁ ମୌସୁମୀ ଆସୁଥିବାବେଳେ ପୂର୍ବ ଦିନ ଅପେକ୍ଷା ଏବର୍ଷ ଅଧିକ ମୌସୁମୀ ବର୍ଷା ହେବ ।
ପାଖାପଖି ୧୬ ବର୍ଷ ପରେ ମୋସୁମୀ ଆଗୁଆ କେରଳ ଆସି ପହଞ୍ଚିବା କୁହାଯାଉଛି ।