fbpx

କ୍ବାରେଣ୍ଟାଇନକୁ ଗଲେ ୨ ମନ୍ତ୍ରୀ

ଭୁବନେଶ୍ୱର,୧୪/୮(ଓଡିଶା ଭାସ୍କର): କ୍ବାରେଣ୍ଟାଇନ୍‌ରେ ରହିଲେ ରାଜ୍ୟର ୨ ବରିଷ୍ଠ ମନ୍ତ୍ରୀ। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ କ୍ବାରେଣ୍ଟାଇନ୍‌ ରହିବାକୁ ପରାମର୍ଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବି କ୍ବାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି । ଏନେଇ ଗଞ୍ଜାମ ଓ ପୁରୀରେ ପତାକା ଉତ୍ତୋଳନ କରିବେନି ଏହି ୨ ମନ୍ତ୍ରୀ ।

ତେବେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୨ ମନ୍ତ୍ରୀଙ୍କୁ ଗସ୍ତ ମନା ହୋଇଛି। ମନ୍ତ୍ରୀଙ୍କ ବଦଳରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ।

Get real time updates directly on you device, subscribe now.