fbpx

ଉଦଘାଟିତ ହେଲା ଗ୍ଲୋବାଲ ବାୟୋ-ଇଣ୍ଡିଆ୨୦୧୯

ନୂଆଦିଲ୍ଲୀ,୨୧ ।୧୧: ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୧୯ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବ ପରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତରେ ଜୈବ ଅର୍ଥନୀତିର ବିକାଶ ପାଇଁ ବହୁ ସୁଯୋଗ ଅଛି । ଜୈବ ବର୍ଜ୍ୟବସ୍ତୁରୁ ଆମେ ଜୈବ ଇନ୍ଧନ ପ୍ରସ୍ତୁତ କଲୁଣି ।’

ତେବେ ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବଦ୍ଧନଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ସାମିଲ ହୋଇଥିଲେ ।

Get real time updates directly on you device, subscribe now.