fbpx

କିଡ଼ନୀ ଚୋରି ମାମଲା, ଆପୋଲ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ା୧୨(ଓଡ଼ିଶା ଭାସ୍କର): ଆପୋଲ ହସ୍ପିଟାଲରେ କିଡ଼ନୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ସେହି ମାମଲାରେ ଆପୋଲର ଯୁକ୍ତି ଖାରଜ ହୋଇଥିବା ସୂଚନା ମିଳିଛି । ଯୁକ୍ତିକୁ ଖାରଜ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏହାସହ ଆପୋଲ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି । ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ ପାଇଁ ପୂର୍ବରୁ ନିର୍ଦ୍ଦେଶ ହୋଇଥିଲା । ବରଗଡ଼ର ଜଣକ କିଡ଼ନୀ ଅନ୍ୟଠାରେ ପ୍ରତିରୋପଣ କରାଯାଇଥିଲା ।

Get real time updates directly on you device, subscribe now.