fbpx

ଭିଜିଲାନ୍ସ ଜାଲରେ କିରାଣି

କଳାହାଣ୍ଡି,୩୧ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଳରେ ଫସିଲେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି । ହର ପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଭିତ୍ତିରେ ହରଙ୍କ ଅଫିସ୍ ଓ ବାସଭବନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ତେବେ ହର ପ୍ରସାଦଙ୍କ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.