fbpx

ପୁଣି ବିଜେଡିକୁ ଫେରିଲେ ନାରାୟଣ

ବାଲେଶ୍ୱର,୯ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ସାହୁ ବିଜେଡିକୁ ଫେରିଆସିଛନ୍ତି । ବିଜେପିର ଯୋଗଦେବାର ୨ ଦିନ ପରେ ସେ ପୁଣି ଥରେ ବିଜେଡିକୁ ଫେରିଛନ୍ତି । ଭୁବନେଶ୍ୱରରେ ବିଜେଡିରେ ଯୋଗଦେବା ପରେ ନାରାୟଣ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମିଛ ଆଶା ଦେଖାଇ ବିଜେପି ମୋତେ ନେଇ ଯାଇଥିଲା ବୋଲି ନାରାୟଣ କହିଛନ୍ତି ।

Get real time updates directly on you device, subscribe now.