fbpx

ପ୍ରକାଶ ପାଇଲା NEST ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୩/୧୨: ଆଜି ପ୍ରକାଶ ପଇଛି NEST ପରୀକ୍ଷା ଫଳ । ମହାରାଷ୍ଟ୍ରର ଅଥର୍ବ ଡାଭିଲ ଦେଶରେ ଟପ୍ପର ହୋଇଛନ୍ତି ।ବିକାଶ ଅଗ୍ରୱାଲ ଓଡ଼ିଶାର ଟପ୍ପର ହୋଇଛନ୍ତି । ୨୦ତମ ରାଙ୍କରେ ଅଛନ୍ତି ବିକାଶ ଅଗ୍ରୱାଲ । https://t.co/ZfCZcSWYuO ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି ।

ତେବେ ଚଳିତବର୍ଷ ଆବେଦନ କରିଥିଲେ ୪୨ ହଜାର ୧୨୬ ପରୀକ୍ଷାର୍ଥୀ । ଚଳିତ ବର୍ଷ ଅନ୍‌ଲାଇନ୍‌ରେ ହେବ ନାମଲେଖା । ନଭେମ୍ବରରେ ୩ଟି ପର୍ଯ୍ୟାୟରେ ହେବ ନାମଲେଖା । ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ କ୍ଲାସ୍‌। NISERରେ ନାମ ଲେଖା ପାଇଁ NEST ହୋଇଥିଲା । ଏନେଇ NEST ସଂଯୋଜକ ଡ.କାର୍ତ୍ତିକ ସେନାପତି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.