fbpx

ଭୁବନେଶ୍ୱରରେ ହେଲା ଗ୍ରୀନ କରିଡର

ଭୁବନେଶ୍ୱର, ୧୭ ।୧୦(ଓଡ଼ିଶା ଭାସ୍କର):ଭୁବନେଶ୍ୱରେ ଆଜି ଜଣେ ରୋଗୀଙ୍କ ସ୍ଥାନାନ୍ତର ପାଇଁ ହେଲା ଗ୍ରୀନ କରିଡର ।ଆପୋଲୋ ହସ୍ପିଟାଲ ଠାରୁ ବିମାନବନ୍ଦର ରାସ୍ତା ଯାଏ ହେଲା ଗ୍ରୀନ କରିଡର । ଏହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଗାଡି ମଟରକୁ ବନ୍ଦ କରାଯାଇ କେବଳ ଆମ୍ବୁଲାନ୍ସ କୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ଜଣେ ରୋଗୀକୁ ଭୁବନେଶ୍ୱରରୁ ଚେନ୍ନାଇକୁ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଏହି ରାସ୍ତା ଦେଇ ପଠାଯାଇଛି । ଟ୍ରାଫିକ ବିଭାଗର ଡିସିପି ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣେଇଛି ବିଭାଗର ମୁଖ୍ୟ । ।

Get real time updates directly on you device, subscribe now.