ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୦୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୮୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 19th October
New Positives Cases: 1904
In quarantine: 1115
Local contacts: 789(Details of local contacts will be shared by concerned District Administration)
District Wise Cases
1. Angul: 109
2. Balasore: 90
3. Bargarh: 35
4. Bhadrak: 19
5. Balangir: 66— I & PR Department, Odisha (@IPR_Odisha) October 20, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଓ କଟକରୁ ୧୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 93
23. Nawarangpur: 43
24. Nayagarh: 32
25. Nuapada: 128
26. Puri: 49
27. Rayagada: 17
28. Sambalpur: 44
29. Sonepur: 73
30. Sundargarh: 100
31. State Pool: 43New recoveries: 2738
Cumulative Tested: 4117090
Positive: 272250
Recovered: 249575
Active cases: 21454— I & PR Department, Odisha (@IPR_Odisha) October 20, 2020