fbpx

ନାଉଗାଁ ଥାନା ଏସଆଇ ସସପେଣ୍ଡ୍

ଜଗତସିଂହପୁର,୨୧ ।୧୦(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଏସଆଇ ସସପେଣ୍ଡ୍ । କାର୍ଯ୍ୟରେ ଅବହେଳା ନେଇ ଏସଆଇ ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ କରାଯାଇଛି । ସବଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି ଜଗତସିଂହପୁର ଏସପି । ମଦ ମାଫିଆଙ୍କ ସହ ବାର୍ତ୍ତା ଭାଇରାଲ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.