fbpx

ରମାଦେବୀ ୟୁନିଭର୍ସିଟି ରେଜଲ୍ଟ

ଭୁବନେଶ୍ୱର,୩୦ ।୧୦(ଓଡିଶା ଭାସ୍କର): ରାମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି, ପିଜି ରେଜଲ୍ଟ ଆଜି ପ୍ରକାଶ ପାଇଛି । ପିଜିରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ୍ ୮୯.୪୬% ଛାତ୍ରୀ ପାସ୍ କରିଛନ୍ତି । ୟୁଜି କଳାରେ ୯୦.୬୦%, ବିଜ୍ଞାନରେ ୯୪.୪୮% ଓ ବାଣିଜ୍ୟରେ ୭୪.୨୧% ପାସ୍ ହାର ରହିଛି । ବି.ଇଡିରେ ଶତ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.