fbpx

୩୨ ବର୍ଷ ପୂର୍ବେ ଏମିତି ଦିଶୁଥିଲେ ନୀତା ଅମ୍ବାନୀ, ଫଟୋ ଦେଖିଲେ ଆପଣ ବି ଧୋକା ଖାଇଯିବେ

ଭାରତର ସବୁଠୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ଭାରତର ସବୁଠାରୁ ଧନୀ ପରିବାରର ବୋହୂ ହେଉଛନ୍ତି ନୀତା ଅମ୍ବାନୀ, ଯେଉଁମାନଙ୍କ ଜୀବନଶୈଳୀ ବିଷୟରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ନୀତା ଅମ୍ବାନୀ କେବଳ ନିଜର ଧନୀ ପତୀଙ୍କ ଯୋଗୁଁ ନୁହେଁ ବରଂ ନିଜର ଦାମୀ କାରଣରୁ ବି ବେଶ ଚର୍ଚ୍ଚାରେ ରହିଥାନ୍ତି ।

ସର୍ବଦା ଲାଇମଲାଇଟରେ ବାସ କରି ନୀତାଙ୍କ ଜୀବନ ଏମିତିରେ ତ ଗ୍ଲାମରରେ ପରିପୂର୍ଣ୍ଣ, ତଥାପି ସେ ଜଣେ ସାଧାରଣ ମଣିଷ ପରି ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏହାକୁ ଖୁବ୍ ଖୁବ୍ କମ୍ ଲୋକ ଜାଣନ୍ତି । ତେବେ ଆସନ୍ତୁ ଦେଖିବା ୩୨ ବର୍ଷ ପୂର୍ବେ ତାଙ୍କର କିଛି ଚିତ୍ର , ଯାହାକୁ ଦେଖି ଆପଣ ବି ଧୋକା ଖାଇଯିବେ..

ତେବେ ସୂତ୍ରରୁ ଖବର ମିଳିଛି କି, ନୀତା ବିବାହ ପୂର୍ବରୁ କେବଳ ୮୦୦ ଟଙ୍କା ଦରମାରେ କାମ କରୁଥିଲେ । ୧୯୮୫ ରେ ନୀତା ମୁକେଶ ଅମ୍ବାନୀଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ନୀତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା । ବିବାହ ସମୟରେ ନୀତା ବହୁତ ପତଳା ଥିଲେ କିନ୍ତୁ ପରେ ତାଙ୍କ ଓଜନ ପ୍ରାୟ ୯୦ କିଲୋଗ୍ରାମକୁ ବୃଦ୍ଧି ପାଇଥିଲା । କିନ୍ତୁ ପରେ ସେ ନିଜର ଓଜନ ହ୍ରାସ କରିଥିଲେ ।

Get real time updates directly on you device, subscribe now.