fbpx

ଗୃହ ୩ଟା ଯାଏଁ ମୁଲତବୀ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ସଭ୍ୟ ପ୍ରତିବାଦ କରିଛନ୍ତି । ଆଲୋଚନା ସହ ସର୍ବଦଳୀୟ ବୈଠକ ଦାବି କରିଛନ୍ତି ନରସିଂହ ମିଶ୍ର । ସବୁ କାର୍ଯ୍ୟକ୍ରମ ବାତିଲ କରି ବୈଠକ ଡାକନ୍ତୁ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି ।
ତେବେ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.