fbpx
BJD
BJD SKY
BJD SKY

ଲଗାତାର ବଢୁଛି ସୁନାଦାର, ଜାଣନ୍ତୁ କଣ ରହିଛି ଭୁବନେଶ୍ୱର ରେ ଆଜିର ଦାମ

BJD

କରୋନା ମହାମାରୀ ମଧ୍ୟ ରେ ସୁନା ର ଦାମ ଧୀରେ ଧୀରେ ବଢିବାକୁ ଲାଗିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୬୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୦୨୦ ଟଙ୍କା ଓ ୫୦,୨୦୦ ଟଙ୍କା ଛୁଇଁଛି।

Get real time updates directly on you device, subscribe now.