fbpx

ନୂଆଦିଲ୍ଲୀର ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ, ୯ା୧: ନୂଆଦିଲ୍ଲୀ ପତପରଗଞ୍ଜ ଶିଳ୍ପାଞ୍ଚଳରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି । ସେହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶିଳ୍ପାଞ୍ଚଳରେ ଥିବା ପ୍ରିଣ୍ଟିଂ ପ୍ରେସରେ ନିଆଁ ଲାଗିଛି । ସେହି ନିଆଁଲିଭା କାର୍ଯ୍ୟରେ ୩୩ଟି ଦମକଳ ନିୟୋଜିତ ହୋଇଛନ୍ତି । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.