fbpx

ଭିଜିଲାନ୍ସ ଜାଲରେ କମ୍ପ୍ୟୁଟର ଅପରେଟର

ଭଦ୍ରକ,୯ ।୧(ଓଡିଶା ଭାସ୍କର): ଭଦ୍ରକ ଗ୍ରାମ୍ୟ ନିର୍ମାଣ ଡିଭିଜନର ଲାଞ୍ଚୁଆ କମ୍ପ୍ୟୁଟର ଅପରେଟର ଗିରଫ ହୋଇଛନ୍ତି । ଲାଞ୍ଚ ନେଉଥିବା ବେଳେ କମ୍ପ୍ୟୁଟର ଅପରେଟର ପ୍ରିୟବ୍ରତ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ଟି କାମର ବିଲ୍ ପାସ୍ କରାଇଦେବାକୁ ୩୦ ହଜାର ଟଙ୍କା ଳାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପ୍ରିୟବ୍ରତ । ଏହା ସହ ପ୍ରିୟବ୍ରତଙ୍କ ଅଫିସ ଓ ଭଦ୍ରକ ମହୁଦା ବାସଭବନରେ ଚଢାଉ ଜାରି ରହିଛି ।

Get real time updates directly on you device, subscribe now.