fbpx

IPSଙ୍କୁ ସମ୍ବୋଧନ କରିବେ CDS

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ଉଦବୋଧନ ଦେବେ CDS ବିପିନ ରାୱତ । ଭର୍ଚୁଆଲରେ ୩୦ ତାରିଖ ପର୍ଯ୍ୟନ୍ତ ସମ୍ମିଳନୀ ଚାଲିବ । ଏଥିରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏନେଇ ରାଜ୍ୟ ଆଇନ ଶୃଙ୍ଖଳା ADG ୱାଇ.କେ ଜେଠୱା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.