fbpx

ଆମେରିକାର ଏୟାରବସ୍ ଉପରେ ପୁଣି ଇରାନର ଆକ୍ରମଣ

ବାଗଦାଦ,୧୨ ।୧: ଦିନକୁ ଦିନ ଆମେରିକା ଓ ଇରାନ ଉପରେ ତିକ୍ତତା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ଏୟାରବେସ୍ ଉପରେ ପୁଣି ଆକ୍ରମଣ କରିଛି ଇରାନ୍ । ଉତ୍ତର ବାଗଦାଦର ଅଲ-ବଲାଦବ ଏୟାରବେସ୍  ଉପରେ ହୋଇଛି ବଡ ଧରଣର ଆକ୍ରମଣ । ଆମେରିକା ସେନା ରହୁଥିବା ଏୟାରବେସ୍ ଉପରେ ୪ଟି ରକେଟ୍ ମାଡ ହୋଇଥିବା ଜଣାପଡିଛି । ଏହି ରକେଟ୍ ମାଡରେ ୪ ଜଣ ସୈନ୍ୟ ଗୁରୁତର ଆହତ ହୋଇଛନ୍ତି ।

Get real time updates directly on you device, subscribe now.