fbpx

ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ଆଇଏଏସ ଓ ଆଇପିଏସ ଅଫିସର

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟ ରେ ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ ଓ ଆଇପିଏସ ଅଫିସର ।ଏପର୍ଯ୍ୟନ୍ତ ୩୬ ଜଣ ଆଇଏଏସ ଓ ଆଇପିଏସ ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରିସାରିଲେଣି । ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ଡିଜିଟାଲ କ୍ଲାସ ରୁମହେବ । ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି ।

Get real time updates directly on you device, subscribe now.