fbpx

ବୃଦ୍ଧି ପାଇବ ମାଟ୍ରିକ ଫର୍ମ ପୂରଣ ସମୟ ସୀମା !

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ମାଟ୍ରିକ ଫର୍ମ ପୂରଣ ତାରିଖ ସମୟ ସୀମା ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ଆଉ ୨/୩ ଫର୍ମ ପୂରଣ ତାରିଖ ଦିନ ବୃଦ୍ଧି ସମ୍ଭାବନା ଦେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆସନ୍ତାକାଲି ଦଶମ ଫର୍ମପୂରଣର ଶେଷ ଦିନ ରହିଛି । ୨୦୧୯-୨୦ର ସମସ୍ଥ ନବମ ପିଲା ପରୀକ୍ଷା ଦେବା ଦୃଷ୍ଟିରୁ ଫର୍ମ ପୂରଣ ତାରିଖ ବୃଦ୍ଧି ସମ୍ଭାବନା ରହିଛି ।

Get real time updates directly on you device, subscribe now.