fbpx

ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ସମୀର ମହାନ୍ତି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି । ସହମତି ଭିତ୍ତିରେ ସମୀର ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ୨୦୧୬ରୁ ରାଜ୍ୟ ବିଜେପି ଉପସଭାପତି ଥିଲେ ସମୀର ମହାନ୍ତି ।  ଏବିଭିପିରୁ ଛାତ୍ର ରାଜନୀତିରେ ଲଢ଼ି ବିଜେପିରେ ମିଶିଥିଲେ ସମୀର ମହାନ୍ତି । ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.