fbpx

ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟକୁ ମିଳିଛି ଅନୁମୋଦନ । ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ବନବିଦ୍ୟାଳୟ ଢାଞ୍ଚାରେ ଓଡିଆ ବିଶ୍ୱବିଦ୍ୟାଳୟର ଡିଜାଇନ ପ୍ରସ୍ତୁତ ହୋଇଛି । ଶାନ୍ତ, ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ କରିବାର ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.