ଲଜ୍ଜା: ୬୫ ବର୍ଷୀୟ ପାକିସ୍ତାନୀ ସାଂସଦ ୧୪ ବର୍ଷର ଝିଅକୁ ହେଲେ ବାହା, ଚାଲିଛି ତନାଘନା
ତେବେ ଜମିୟତ ଉଲେମା-ଇ-ଇସଲାମର ନେତା ଓ ବାଲୁଚିସ୍ତାନର ୬୨ ବର୍ଷୀୟ ସାଂସଦ ମୌଲାନା ସାଲାହଉଦ୍ଦିନ ଅୟୁବି ୧୪ ବର୍ଷର ନାବାଳିକା ସହ ବିବାହ ରଚିଛନ୍ତି ।
-
World 113,681,025
WorldConfirmed: 113,681,025Active: 21,917,967Recovered: 89,241,329Death: 2,521,729 -
USA 29,055,072
USAConfirmed: 29,055,072Active: 9,097,724Recovered: 19,436,471Death: 520,877 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ଇସଲାମଦାବ,୨୩ ।୨: ପାକିସ୍ତାନରେ ମହିଳା ଓ ବାଳିକାମାନଙ୍କ ଅବସ୍ଥା ଅତି ଭୟଙ୍କର । ଏହି ଆଶ୍ଚର୍ଯ୍ୟଜନକ ଖବରରୁ ଆପଣ ତାହା ଅନୁମାନ କରିପାରିବେ ।
ତେବେ ଜମିୟତ ଉଲେମା-ଇ-ଇସଲାମର ନେତା ଓ ବାଲୁଚିସ୍ତାନର ୬୨ ବର୍ଷୀୟ ସାଂସଦ ମୌଲାନା ସାଲାହଉଦ୍ଦିନ ଅୟୁବି ୧୪ ବର୍ଷର ନାବାଳିକା ସହ ବିବାହ ରଚିଛନ୍ତି ।
୬୨ ବର୍ଷୀୟ ମୌଲାନାଙ୍କ ଏହି କାର୍ଯ୍ୟକଳାପକୁ ନେଇ ସମଗ୍ର ପାକିସ୍ତାନରେ ତାଙ୍କୁ ସମାଲୋଚନା କରାଯାଉଛି ।
ପାକିସ୍ତାନ ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ ଆରାମ୍ଭ କରିଛି । ସମ୍ପୃକ୍ତ ନାବାଳିକାର ବାପା ଏହି ମାମଲାକୁ ନିଶ୍ଚିତ କରିଛନ୍ତି ।
ମହିଳା କଲ୍ୟାଣ ପାଇଁ କାମ କରୁଥିବା ଏକ ଏନଜିଓ ଦେଇଥିବା ଅଭିଯୋଗକୁ ଭିତ୍ତି କରି ସାଂସଦଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।
ଏନଜିଓ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଅନୁସାରେ, ମୌଲାନା ନିଜଠାରୁ ୪ ଗୁଣ ସାନ ଝିଅକୁ ବିବାହ କରିଛନ୍ତି ।
ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଭାବେ ଭାଇରାଲ ହେବାରେ ଲାଗିଲା । ଏହି ଘଟଣା ଜାଣିବା ପରେ ଲୋକଙ୍କ ରାଗ ଦେଖିବାକୁ ମିଳୁଛି ।