fbpx

ବିଧାନସଭାରେ ବଜେଟ ଖର୍ଚ୍ଚ ମନ୍ଥର

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ବଜେଟ୍ ଅର୍ଥ ଖର୍ଚ୍ଚ ପଛରେ ପଡିଲେ ସରକାର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ନଭେମ୍ବର ୧୦ ସୁଦ୍ଧା ମାତ୍ର ୩୭ ପ୍ରତିଶତ ଖର୍ଚ୍ଚ ହୋଇଛି । ନିର୍ବାଚନ ଆଚରଣ ବିଧି, ଫୋନି, ଅନିୟମିତତା ବର୍ଷା ଯୋଗୁଁ ଖର୍ଚ୍ଚ ବିଳମ୍ବ ହୋଇଛି ।

ତେବେ ଇ-ଗଭର୍ଣ୍ଣାସ ଜରିଆରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Get real time updates directly on you device, subscribe now.